ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମ ପ୍ରବାହ ବା ‘ହିଟ୍ ଓ୍ବେଭ୍’ର ସ୍ଥିତି ଅନୁଭୂତ ହେଉଥିବା ବେଳେ ଅନେକ ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କଲାଣି । ଏହି ପ୍ରଚଣ୍ଡ ରୌଦ୍ରତାପକୁ […]
Author: ତେଜସ୍ୱିନୀ
ରାଜ୍ୟରେ ଖରିଫ ଋତୁରେ ରେକର୍ଡ ଧାନ ସଂଗ୍ରହ: ସମବାୟ ମନ୍ତ୍ରୀ
ଭୁବନେଶ୍ୱର: ଏଥର ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୭ ଲକ୍ଷ ମେଟ୍ରିକ୍ ଟନ […]
ସହରରେ PNG ବାଧ୍ୟତାମୂଳକ; ଖୁବଶୀଘ୍ର ଦିଆଯିବ PNG ସଂଯୋଗ
ଭୁବନେଶ୍ୱର: ଏବେ ସହର ଅଞ୍ଚଳରେ ପାଇପ୍ ନ୍ୟାଚୁରାଲ୍ ଗ୍ୟାସ୍ (PNG) ସଂଯୋଗକୁ ବାଧ୍ୟତାମୂଳକ କରାଯିବ। ରାଜ୍ୟର ସହରାଞ୍ଚଳରେ ଏଲ୍ପିଜି ବଦଳରେ ଏବେ ପାଇପ୍ ଯୋଗେ ପିଏନ୍ଜି ବ୍ୟବହାର କରିବେ । ଲୋକସେବା ଭବନରେ ତୈଳ […]
ରାଜ୍ୟରେ ‘ଜନଗଣନାର ମହାଅଭିଯାନ’ ଆରମ୍ଭ, ପ୍ରଥମ ଦିନରେ ୧୭ ହଜାର ଲୋକ ହେଲେ ଗଣା
ଭୁବନେଶ୍ୱର: ରାଜ୍ୟରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳ ହରିବାବୁ କମ୍ଭମପାଟି ଙ୍କ ଠାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି । ମୁଖ୍ୟ ଶାସନ ସଚିବ ଅନୁ […]
ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ କ୍ୟାବିନେଟ୍ କମିଟିର ବୈଠକ
ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି(ସିସିଏସ)ର ବୈଠକ ଅନୁଷ୍ଠିତ ହୋଇଛି। । ପିଏମ ମୋଦୀ ପଶ୍ଚିମ ଏସିଆ ସଂଘର୍ଷର ପ୍ରଭାବରୁ ନାଗରିକଙ୍କ ସୁରକ୍ଷା ପାଇଁ ଯଥା […]
୩୦ ଜିଲ୍ଲା ପାଇଁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତି କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଅଢେଇ ବର୍ଷ ଧରି ରାଜ୍ୟରେ ଖାଲି ପଡିଥିବା ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର। ବିଜେପିର ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ଏଥିରେ ଥଇଥାନ କରିଛନ୍ତି ରାଜ୍ୟ […]
୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୭୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ […]
ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ
ଭୁବନେଶ୍ୱର : ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ । ପୂର୍ବରୁ E10 ପେଟ୍ରୋଲ ବିକ୍ରି ହେଉଥିଲା । ପେଟ୍ରୋଲରେ ଅଧିକ ପରିମାଣର ଇଥାନଲ ମିଶାଗଲେ, ଧୀରେ ଧୀରେ ପେଟ୍ରୋଲ ନିର୍ଭରଶୀଳତା କମିଯିବ […]
OPHWC ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର:ମଙ୍ଗଳବାର ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର (OPHWC)ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ୫ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରା ପଡ଼ିଛନ୍ତି। ଲାଞ୍ଚ ଟଙ୍କା ନେଉଥିବା ବିଶେଷ […]
ପ୍ରସ୍ତାବିତ ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଙ୍ଗଳବାର ଭୁବନେଶ୍ୱରର ପ୍ରସ୍ତାବିତ ‘ନିୟୁ ସିଟି’ ପାଇଁ ଏକ ବ୍ୟାପକ ମାଷ୍ଟରପ୍ଲାନ୍ ପ୍ରସ୍ତୁତି ପାଇଁ ସୁର୍ବାନା ଜୁରୋଙ୍ଗ ସଂସ୍ଥା ସହ ଏକ ଚୁକ୍ତି ସ୍ବାକ୍ଷରିତ କରିଛି । […]
