ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତଶିଶୁର ବାପା । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁରୁ ଉତ୍ତେଜନା । କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ବାହାରେ ଡାକ୍ତରଙ୍କ ଗିରଫ […]
Category: ରାଜ୍ୟ
ସରିଲା ରତ୍ନଭଣ୍ଡାର ମରାମତି; ଆସନ୍ତାକାଲି ଅଳଙ୍କାର ସ୍ଥାନାନ୍ତର
ପୁରୀ: ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇଥିବାରୁ ଶ୍ରୀଜିଉଙ୍କର ସମସ୍ତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଆସନ୍ତାକାଲି ଏହି ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ମାର୍ଗଦର୍ଶିକା ଅନୁସାରେ ରତ୍ନାଳଙ୍କାର ସ୍ଥାନାନ୍ତର କରାଯିବ। ଏଥିପାଇଁ ଆସନ୍ତାକାଲି ସକାଳ […]
ପ୍ରଦୀପ ଜେନା ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ
ଭୁବନେଶ୍ଵର: ଭୁବନେଶ୍ଵର କ୍ଲବର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ନିକଟତମ ପ୍ରତିଦ୍ୱନ୍ଦୀ ତଥା ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ […]
ବାଣଗୋଦାମରେ ବିସ୍ଫୋରଣ
ବୌଦ୍ଧ: ଜିଆକଟା ଓ ଛତ୍ରପୁର ଗାଁ ମଧ୍ୟ ଭାଗରେ ବିସ୍ଫୋରଣରେ ଭୁଶୁଡିଲା ଘର । ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଭୟଙ୍କର ବିସ୍ଫୋରଣରେ ଘର […]
‘ନିଶା ମୁକ୍ତ ଭାରତ’ ପାଇଁ ରାଜଧାନୀରେ ଗଣଦୌଡ଼
ଭୁବନେଶ୍ୱର: ଆଜି ସକାଳୁ ରାଜଧାନୀରେ ‘ନିଶା ମୁକ୍ତ ଭାରତ’ ପାଇଁ କଳିଙ୍ଗ ଷ୍ଟାଡିୟମ୍ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜନ ହୋଇଥିଲା । ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]
ଭୁବନେଶ୍ୱର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର । ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି […]
ସରକାରୀ ଚାକିରି ନାଁରେ ୫୦ରୁ ଅଧିକ ଆଶାୟୀଙ୍କୁ ଲୁଟିଲେ
ଭୁବନେଶ୍ୱର: କାହାକୁ ପୁଲିସରେ ତ କାହାକୁ ବ୍ୟାଙ୍କ୍ରେ । ପୁଣି କାହାକୁ ରେଲ୍ୱେ ତ କାହାକୁ ଲୋକସେବା ଭବନରେ ଏଏସ୍ଓ ଚାକିରି କରାଇଦେବାକୁ କହୁଥିଲେ । ପୁଲିସ ପୋଷାକ ସାଙ୍ଗକୁ ସରକାରୀ ଛାପା ବାଜିଥିବା […]
ବିଜୟ ବାବୁ ଏବେ ବି ସୂକ୍ଷ୍ମ ରୂପରେ ବିଦ୍ୟମାନ: ସ୍ୱାମୀ ସଦାନନ୍ଦ ସରସ୍ୱତୀ
ଭୁବନେଶ୍ୱର: ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ପଞ୍ଚମ ବାର୍ଷିକ ପବିତ୍ର ପୂଣ୍ୟତିଥି ଉପଲକ୍ଷେ ଏକ ସ୍ମୃତିସଭା ହୋଟେଲ ଲେମନ ଟ୍ରି, ଭୁବନେଶ୍ୱରଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ଅଧ୍ୟକ୍ଷ ତଥା […]
ବିଧାନସଭା ଘେରାଉ କରିବ ବିଜେଡି
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, […]
ଠକେଇ ମାମଲାରେ ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ
ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁ । ୧୨ କୋଟି ୪୨ ଲକ୍ଷ ଟଙ୍କାର ଠକେଇ […]
