ଜୁନ୍୧୮ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୮ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଗୁଡ଼ିକ ପୁଣିଥରେ ଖୋଲିବ। ଏ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଆଜି ସୂଚନା ପ୍ରଦାନ କରିଛନ୍ତି। ଦୀର୍ଘ ଦିନର […]

ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣା:ଅଭିଯୁକ୍ତ ଗିରଫ

ମହାକାଳପଡ଼ା:ସରପଞ୍ଚ ସୁଶ୍ରୀ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ପାର୍ଥସାରଥୀ ସାମନ୍ତରାୟଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ । ମୋବାଇଲ ଛଡାଇବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏହି ଗିରଫ କରାଯାଇଥିବା ସୂଚନା ମିଳିଛି […]

ମହିଳା ସରପଞ୍ଚଙ୍କୁ ଅତ୍ୟାଚାର ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କଲେ ନବୀନ

ଭୁବନେଶ୍ୱର:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ମହିଳା ସରପଞ୍ଚଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରେ ଦୁର୍ବ୍ୟବହାର କରାଯିବା ଘଟଣାକୁ ନେଇ ସେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ଏହାସହ ମହିଳାମାନଙ୍କ ସ୍ୱର ଚାପିବା […]

ରଜ ପାଇଁ ସାରା ଓଡ଼ିଶା ଉତ୍ସବମୁଖର

ଭୁବନେଶ୍ୱର : ଆଜି ଓଡ଼ିଶାର ଗଣପର୍ବ ‘ରଜ’। ବଡ଼ ଧୂମଧାମରେ ଆରମ୍ଭ ହୋଇଯାଇଛି ରଜ ମଉଜ। ପ୍ରଥମ ଦିନ ଅର୍ଥାତ୍ ‘ପହିଲି ରଜ’ରେ ସାରା ଓଡ଼ିଶା ଉତ୍ସବମୁଖର। ରଜ ପର୍ବ ହେଉଛି ଧରଣୀ ମା’ଙ୍କ […]

ରଜ ସଜବାଜରେ କିଣାକିଣିକୁ ନେଇ କଳି ସ୍ତ୍ରୀକୁ ହାଣିଲା ସ୍ବାମୀ

ଭୁବନେଶ୍ୱର:ରଜରେ କିଣାକିଣିକୁ ନେଇ କଳି ନେଲା ଉଗ୍ର ରୂପ। ମଞ୍ଚେଶ୍ବରରେ ନିଶାସକ୍ତ ଅବସ୍ଥାରେ କଟୁରୀରେ ସ୍ତ୍ରୀ କୁ ସ୍ବାମୀର ଆକ୍ରମଣ। ଆକ୍ରମଣରେ ଗୁରୁତର ମହିଳା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି lସୂଚନା ଅନୁଯାୟୀ ରଜ […]

ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ :ଆଜି ଭୋରରୁ ଦିଲ୍ଲୀର କାଲକାଜି ଅଞ୍ଚଳରେ ଗୋବିନ୍ଦପୁରୀ ଫ୍ଲାଏଓଭର ନିକଟରେ ଥିବା ‘ପଞ୍ଜାବୀ ତଡ଼କା’ ରେଷ୍ଟୁରାଣ୍ଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୪ଟା ୪୫ରେ ନିଆଁ ଲାଗିଥିଲା ଏବଂ ଶୀଘ୍ର ସମଗ୍ର […]

ଭଡା ଘର ପାଇଁ ଲାଗୁ ହେବ ନୂଆ ନିୟମ “ଓଡ଼ିଶା ଅର୍ବାନ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ-୨୦୨୬”

ଭୁବନେଶ୍ୱର:ଘର ଭଡ଼ା ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ବଦଳିବ ୫୯ ବର୍ଷର ପୁରୁଣା ଆଇନ । ଏଣିକି ଖାଲି କଥାବାର୍ତ୍ତା କରି, ଆଗୁଆ ଟଙ୍କା ଦେଇ କିମ୍ବା ନେଇ, ଆପଣ ଦେଇପାରିବେନି କିମ୍ବା […]

ତିଖିରି ସରପଞ୍ଚ ଚାମେଲି ଓଝା ଗଲେ ଜେଲ୍

ଭୁବନେଶ୍ୱର:କାର୍ଯ୍ୟରତ ପୋଲିସକୁ ଆକ୍ରମଣ ଘଟଣାରେ ମହାକାଳପଡ଼ା ଥାନା ପୋଲିସ ଚାମେଲିଙ୍କୁ ଗିରଫ କରିବା ପରେ ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର କରିଛି । ଏହା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି […]

ବାରହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ ତାରରେ ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗୀର:ଖପ୍ରାଖୋଲ ଥାନା ଅନ୍ତର୍ଗତ ନୂଆପାଲି ଜଙ୍ଗଲରେ ପଶୁ ଶିକାର ପାଇଁ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କୁର୍ଥୁଲା ଗାଁର ଧରମ ମଲ୍ଲିକଙ୍କ […]

ଉଦଘାଟିତ ହେଲା ଏକାମ୍ର କାନନ ରାସ୍ତା: ସିଆରପିରୁ ଇନଫୋସିଟି ଲାଗିବ ୧୫ ମିନିଟ୍

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଦୁଇବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ଓ ଗମନାଗମନର ବିକାଶ ପାଇଁ […]