ପଥର ଖଣି ଖାଦାନକୁ ନେଇ ବ୍ୟବସାୟୀଙ୍କୁ ଗୁଳି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି-ପରିଛକ ରାସ୍ତାର ଦଲକ ଗାଁ ନିକଟରେ ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ରେ ଜାମୁଝରୀ ଗାଁର ବ୍ୟବସାୟୀ ବାସୁଦେବ ପରିଡ଼ାଙ୍କ ମୃତ୍ୟୁ ଘଟିଛି। ତାଙ୍କର ଛାତି ଓ […]

ଭୁବନେଶ୍ଵର ୧ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ଵର: ଜଳିପୋଡ଼ି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଭୁବନେଶ୍ଵର ୧ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। । ବିଏମସି ମେୟର ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଖବର ଅନୁଯାୟୀ, […]

ଜମି ବିବାଦ କୁ ନେଇ ପୋଲିସ ଆଗରେ ଗୁଳି ଚାଳନା : ବାରଙ୍ଗ

ବାରଙ୍ଗ: ତ୍ରିଶୂଳିଆ ଛକ ନିକଟ କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି । ଜମିଜମା ବିବାଦକୁ କେନ୍ଦ୍ରକରି ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ୨ଟା ରେ […]

ନେତାଜୀଙ୍କ ଜନ୍ମ ଜୟନ୍ତୀରେ ଯୋଗଦେବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌

ଭୁବନେଶ୍ୱର: କଟକ ଆସିବେ ଉପ ରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ଜାନୁଆରୀ ୨୩ ତାରିଖରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ […]

କୋଲକାତାରୁ ଓଡ଼ିଶା ଆସିବ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି

ଭୁବନେଶ୍ଵର: କୋଲକାତାରେ ଅନୁଷ୍ଠିତ ଓଡ଼ିଶା ନିବେଶକଙ୍କ ସାକ୍ଷାତ ରୋଡଶୋରେ ଆସିଲା ବଡ଼ ନିବେଶ। ଏହି ସମ୍ମିଳନୀ ସମୟରେ ୮୧ ହଜାର ୮୬୪ କୋଟି ଟଙ୍କାର ନିବେଶ ସମ୍ଭାବନା ସହିତ ୨୭ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି।  ୬୩,୧୬୧ରୁ […]

ରାଉରକେଲା ବିମାନ କ୍ରାସ ଘଟଣାରେ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ

ଭୁବନେଶ୍ୱର: ରାଉରକେଲା ବିମାନ କ୍ରାସ ଘଟଣାରେ ଗୁରୁତର ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ମୃତ । ଶନିବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଶାନ୍ତ […]

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ

କଟକ: ଆଗାମୀ ପଞ୍ଚାୟତ ଏବଂ ସହରାଞ୍ଚଳ ପରିଷଦ ସାଧାରଣ ନିର୍ବାଚନ ନିମନ୍ତେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଆଦି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କେନ୍ଦ୍ରାଞ୍ଚଳ ରାଜସ୍ବ ଅଧୀନ ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସମ୍ମିଳନୀ […]

ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା

ପୁରୀ :ଆଉ ଶ୍ରୀ ମନ୍ଦିର ଭିତରେ ମନ ଇଛା ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ। ମୋବାଇଲ ବ୍ୟବହାର ଉପରେ ଲାଗିଲା କଟକଣା lଯଦି କଥାବାର୍ତ୍ତା କରିବା ପାଇଁ ଦରକାର, ତାହେଲେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ […]

ସ୍କୁଲରେ ଶିକ୍ଷୟିତ୍ରୀ ଲହୁଲୁହାଣ

ବୁର୍ଲା: ବୁର୍ଲା ଅପର ପ୍ରାଇମେରୀ ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାରପିଟ୍ ହେବା ପରେ ଲହୁ ଲୁହାଣ ହେବାର ଭିଡିଓ ଭାଇରାଲ ହୋଇଛି। କିର୍ବା ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ […]

ଆସନ୍ତା ବର୍ଷ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ସହିତ ପଞ୍ଚମ ଯାଏଁ ମାତୃଭାଷା ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷ(୨୦୨୬-୨୭)ରୁ ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା(ଓଏସ୍ସିଏଫ୍) ଉପରେ ଆଧାରିତ ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ। ରାଜ୍ୟର ୧ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମର […]