ବୋଇଂ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ,ଅଳ୍ପକେ ବଞ୍ଚିଲେ ଯାତ୍ରୀ

ନୂଆଦିଲ୍ଲୀ : ଆମେରିକାର ଡେନଭର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବୋଇଂ ୭୩୭ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିଥିବା ବିମାନରେ ୧୭୯ ଜଣ ଯାତ୍ରୀ ଥିବା ଜଣାପଡିଛି । ମିଆମି ଯାଉଥିବା ସମୟରେ ଏପରି ଘଟଣା […]

ମନସା ଦେବୀ ମନ୍ଦିରର ଫୁଟପାଥରେ ଦଳାଚକଟା

ନୂଆଦିଲ୍ଲୀ: ହରିଦ୍ୱାରର ମନସା ଦେବୀ ମନ୍ଦିରର ଫୁଟପାଥରେ ଦଳାଚକଟା ହୋଇଛି ଏବଂ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣା ପରେ ଉଦ୍ଧାର […]

କର୍ପୋରେଟର ଅମରେଶ ଜେନା ଗିରଫ

ଭୁବନେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ ହୋଇଛନ୍ତି l ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କମିଶନରେଟ ପୁଲିସ ତାଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ […]

ନଦୀ ଗର୍ଭକୁ ଖସି ପଡ଼ିଲା ବିଡିଓଙ୍କ କାର୍‌, ପତ୍ନୀଙ୍କ ସହ ବିଡିଓ ଉଦ୍ଧାର

ଭୁବନେଶ୍ୱର: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ଶନିବାର କୁଶଭଦ୍ରା ନଦୀରେ ଏକ ଗାଡ଼ି ଖସିପଡ଼ିଥିଲା। ସୂଚନା ଅନୁଯାୟୀ, ଗାଡ଼ିଟି କଟକ ସଦର ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରତୀକ ସାହୁଙ୍କର ଥିଲା। ରାମଚଣ୍ଡୀ ମନ୍ଦିର ନିକଟରେ […]

ସଂସଦ ରତ୍ନ ପୁରସ୍କାର ପାଇଲେ ୧୭ ସାଂସଦ

ଭୁବନେଶ୍ୱର: ଶନିବାର ଦିନ ୧୭ ଜଣ ସାଂସଦଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସଂସଦ ରତ୍ନ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି। ଏହି ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ବିଜେପିରୁ ରବି କିଶନ, ନିଶିକାନ୍ତ ଦୁବେ […]

ଆଉଟ୍‌ସୋର୍ସିଂ କର୍ମଚାରୀ ନିଯୁକ୍ତି ପାଇଁ ନେବାକୁ ହବ ଅର୍ଥବିଭାଗ ର ଅନୁମତି

ଭୁବନେଶ୍ୱର: ବିନା ଅନୁମତିରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଏ ସମ୍ପର୍କରେ ଚିଠି ଜରିଆ‌ରେ ସମସ୍ତ ବିଭାଗକୁ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର ଜଣାଇଛନ୍ତି ଯେ ଆଉଟ୍‌ସୋର୍ସିଂ […]

ଓଡିଶାରେ ଅକ୍ଷୟଶକ୍ତି ପ୍ରକଳ୍ପ ପାଇଁ ୮୬୯.୮ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ଅକ୍ଷୟଶକ୍ତି କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା। 869.8 କୋଟି ଟଙ୍କା ବିନିଯୋଗରେ ମୋଟ୧୭୮ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ଅନୁମୋଦନ ପ୍ରାପ୍ତ […]

ଭାରତ ଓ ବ୍ରିଟେନ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତି

ଭୁବନେଶ୍ଵର: ଦୀର୍ଘ ପ୍ରତୀକ୍ଷା ପରେ ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ରାଜିନାମା ଉଭୟ ଦେଶର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ […]

ରାଜଧାନୀ ଭୁବନେଶ୍ୱର ହେବ ସ୍ୱାସ୍ଥ୍ୟ ଜିଲ୍ଲା

ଭୁବନେଶ୍ୱର: ଭୁବନେଶ୍ୱର ହେବ ସ୍ୱାସ୍ଥ୍ୟ ଜିଲ୍ଲା(ହେଲ୍‌ଥ ଡିଷ୍ଟ୍ରିକ୍ଟ) । ଏଥିପାଇଁ ବିଭାଗୀୟସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଦିନକୁ ଦିନ ଭୁବନେଶ୍ୱର ସହରର ପରିସର ବଢ଼ିବାରେ ଲାଗିଛି । ଲୋକସଂଖ୍ୟା ମଧ୍ୟ ବଢ଼ିଚାଲିଛି । ରାଜ୍ୟର […]

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା ଟେଣ୍ଡର ବାତିଲ୍

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା ଟେଣ୍ଡରକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି। ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ କୁ ପୂର୍ବ ସରକାର ଟେଣ୍ଡର ଦେଇଥିଲେ। […]