କଟକ ଦଶହରା ଭସାଣୀ ଗଣ୍ଡଗୋଳ ମାମଲାରେ ବନ୍ଧା ହେଲେ ଆଉ ୩

କଟକ: କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ କମିଶନରେଟ ପୋଲିସ ଆଉ ୩ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଆଜିର ଗିରଫ ସଂଖ୍ୟାକୁ ମିଶାଇ […]

SI ପରୀକ୍ଷା ମହାଘୋଟାଲା ମାମଲାରେ ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର: SI ପରୀକ୍ଷା ମହାଘୋଟାଲା ମାମଲାରେ ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ବ୍ରହ୍ମପୁର ଜିଲା ଓ ସେସନ୍ସ […]

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଗଠନ କଲା କମିଟି

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଗଠନ କଲା କମିଟି । ଦଳର ୬ ଜଣ ବରିଷ୍ଠ ନେତାଙ୍କୁ ନେଇ ବିଜୁ ଜନତା ଦଳ ଗଠନ କରିଛି ଷ୍ଟିଅରିଂ କମିଟି । ପ୍ରସନ୍ନ ଆଚାର୍ଯ୍ୟ, […]

କିମ୍ସରେ ଡାକ୍ତରଙ୍କ ଦ୍ୱାରା ଜଟିଳ ଯକୃତ ଅସ୍ତ୍ରୋପଚାର

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାର କିମ୍ସରେ ଏକ ଜଟିଳ ଯକୃତ ଅସ୍ତ୍ରୋପଚାର କରାଯାଇଛି । କିମ୍ସର ୭ଟି ବିଭାଗର ୧୫ଜଣ ଡାକ୍ତର ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛି […]

ଆସନ୍ତାକାଲି ରାଜ୍ୟ ବିଜେପିର କୋର୍ କମିଟି ବୈଠକ

ଭୁବନେଶ୍ୱର: ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଖବର ଦେଇଛନ୍ତି ଯେ, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ବସିବ। ଦୁଇ ପ୍ରଭାରୀଙ୍କ ସହ ସମସ୍ତ […]

ଆଜି ଆଇନଜୀବୀ ଙ୍କ ରାଜ୍ୟବ୍ୟାପୀ କଲମଛାଡ଼

କଟକ:ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମଛାଡ଼ କରିବେ। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଏ ନେଇ ପ୍ରେସ୍‌ ଇସ୍ତାହାରରେ ମଙ୍ଗଳବାର ସୂଚନା […]

ପାହାଡ଼ରେ ଭୂସ୍ଖଳନ,ବସ୍ ଉପରେ ପଡ଼ି ୧୫ ଜଣଙ୍କ ମୃତ୍ୟୁ

ଶିମଲା:ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ବରଠୀ ଅଞ୍ଚଳର ଭଲୁ ସେତୁ ନିକଟରେ ଭୂସ୍ଖଳନ ହୋଇଥିଲା । ଫଳରେ ଏକ ଘରୋଇ ଚଳନ୍ତା ବସ୍ ଉପରେ ଭଗ୍ନାବଶେଷ/ ବଡ ପଥର ଖସିପଡ଼ିଛି। ରିପୋର୍ଟ ଅନୁଯାୟୀ, ଏଥିରେ ୩୦ […]

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆପଡା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ […]

ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ

ପୁରୀ : କଣାସରେ ଜଘନ୍ୟ କାଣ୍ଡ । ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍‌ରେ ଯାତ୍ରା […]

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀକ୍ଷେତ୍ରରେ ହବିଷିଆଳୀଙ୍କ ଭିଡ଼

ପୁରୀ : ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ । ଏନେଇ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ସକାଳୁ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସଂକଳ୍ପ କରି ବ୍ରତ ଆରମ୍ଭ କରିଛନ୍ତି ହବିଷ୍ୟାଳୀ […]