ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ଗଞ୍ଜାମ ଜିଲ୍ଲାରେ । ୬୧.୨ ମିଲିମିଟର ରେକର୍ଡ କରାଯାଇଛି […]
Month: October 2025
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୪୭୧ଟି ଗ୍ରାମ ପଞ୍ଚାୟତର ଭିତ୍ତି ପ୍ରସ୍ତର ସ୍ଥାପନ
ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ […]
ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ: ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ ହେବେ
ପୁରୀ : ଆସନ୍ତାକାଲି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ। ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ […]
ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା
ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । କେନ୍ଦ୍ର ଓ ରାଜ୍ୟ ଠାରୁ ୧୮ ହଜାରରୁ ଊର୍ଦ୍ଧ୍ବ ଆର୍ଥିକ ସହାୟତା ପାଉଥିଲେ ସୁଭଦ୍ରା ଟଙ୍କା ମିଳିବ ନାହିଁ । ଏନେଇ ଉଚ୍ଚ […]
ବୋର୍ଡ଼ସ୍କୁଲ୍ରେ କ୍ୟାରିୟର କାଉନସେଲିଂ କର୍ମଶାଳା
ଅଦ୍ୟ ତା ୧୮.୧୦.୨୫ ରିଖ, ଶନିବାର ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ୧୯୮୬ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରେରଣାଦାୟୀ କଥା ଓ କ୍ୟାରିଅର କାଉନସେଲିଂ ସିରିଜ୍ର ପ୍ରଥମ କର୍ମଶାଳା “ ଆନିମେସନ କ୍ଷେତ୍ରରେ କ୍ୟାରିୟର […]
ନାବାଳିକା ଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ-
ଭୁବନେଶ୍ୱର: ରାଜଧାନୀରେ ଝାଡଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ । ରାଣୀ ମହୁମାଛି ସମେତ ୨ ଦଲାଲ ଓ ଘର ମାଲିକଙ୍କୁ ଗିରଫ କଲା କମିସନରେଟ ପୋଲିସ୍ । ନାବାଳିକାଙ୍କୁ କ୍ୟାପିଟାଲ […]
ବ୍ରହ୍ମୋସ୍ ପରିସର ମଧ୍ୟରେ ଅଛି ପାକିସ୍ତାନ: ରାଜନାଥ ସିଂହ
ଲକ୍ଷ୍ନୌ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଲକ୍ଷ୍ନୌ ସ୍ଥିତ ବ୍ରହ୍ମୋସ୍ ଏରୋସ୍ପେସ୍ ୟୁନିଟରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। […]
ଦୀପାବଳି ପାଇଁ ଅକ୍ଟୋବର ୨୦ ଓ ୨୧ ଛୁଟି ଘୋଷଣା; ୨୫ରେ କାମ କରିବେ…
ଭୁବନେଶ୍ୱର: ଦୀପାବଳି ପାଇଁ ସରକାର ୨୦ ଓ ୨୧ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ସେହି ଦିନ ନୂଆପଡା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) […]
ଗରିବ ରଥ ଏକ୍ସପ୍ରେସରେ ଭୟାନକ ଅଗ୍ନିକାଣ୍ଡ, ଜଳିଲା ଚଳନ୍ତା ଟ୍ରେନ
ନୂଆଦିଲ୍ଲୀ: ପଞ୍ଜାବର ଅମ୍ରିତସର- ସହର୍ସା ଗରିବ ରଥ ଏକ୍ସପ୍ରେସରେ ଭୟାନକ ଅଗ୍ନିକାଣ୍ଡ । ଆଜି (ଶନିବାର) ସକାଳ ସମୟରେ ଏହି ଅଘଟଣ ଘଟିଥିବା ଖବର ମିଳିଛି। ଅମ୍ରିତସରରୁ ସହର୍ସା ଯାଉଥିବା ସମୟରେ ଏକ୍ସପ୍ରେସରେ ନିଆଁ […]
ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ,
ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରୁ ଭୁବନେଶ୍ୱର-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଭର୍ତ୍ତି ଟ୍ରଲିକୁ ଆରପିଏଫ୍ ଜବତ କରିଛି । ଏହା ସହିତ ଦୁଇ ଜଣ ଯୁବକ ଓ ଯୁବତୀଙ୍କୁ ଗିରଫ କରିଛି । ଉଭୟ […]
