ନୌସେନାରେ ସାମିଲ ହେବ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ‘ମାହେ’

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ୮୦ ପ୍ରତିଶତ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ଏକ ବୁଡ଼ାଜାହାଜ-ପ୍ରତିରକ୍ଷା ଯୁଦ୍ଧଜାହାଜ ‘ମାହେ’ ଆଜି ନୌସେନାରେ ସାମିଲ ହେବ। ଏହା ନୌସେନାରେ ସାମିଲ ହେବାକୁ ଥିବା ‘ମାହେ’ ଶ୍ରେଣୀର ପ୍ରଥମ […]

ଓଡ଼ିଶାର SEBC ତାଲିକାରେ ଥିବା ୧୪ଟି ଜାତିକୁ OBC କରାଯାଉ:ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଓଡ଼ିଶାର ୧୪ଟି ସମ୍ପ୍ରଦାୟ ଯେଉଁଥିରେ ପ୍ରମୁଖ ଖଣ୍ଡାୟତ ଜାତି ଅନ୍ତର୍ଭୁକ୍ତ ରହିଅଛି ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜାତୀୟ ପଛୁଆ ବର୍ଗ କମିଶନ (NCBC) ଅଧ୍ୟକ୍ଷ ହଂସରାଜ […]

୫ମ ନୃତ୍ୟସୁଧା ନୃତ୍ୟ ଉତ୍ସବ

ଭୁବନେଶ୍ୱର: ନୃତ୍ୟସୁଧା ଡାନ୍ସ ଏକାଡେମୀ କେଶୁରା, ଭୂବନେଶ୍ଵର ଦ୍ଵାରା ଆୟୋଜିତ ୫ମ ନୃତ୍ୟସୁଧା ନୃତ୍ୟ ଉତ୍ସବ ଶନିବାର ଭଞକଳା ମଣ୍ଡପରେ ଏକ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଅତିଥି ଭାବେ ଶ୍ରୀରାଧା କଳାକୁଞର […]

ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର୍…

ରାଉରକେଲା: ଦୀର୍ଘ ଦିନ ହେଲା ବଣାଇ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ବଣାଇ ପୋଲିସ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବଣାଇ ଏସଡିପିଓ ଖବର […]

ଲିଫ୍ଟ ଦେବା ନାଁରେ ଅପହରଣ,ଅଭିଯୁକ୍ତଙ୍କୁ ଗିରଫ

କଟକ: ଲିଫ୍ଟ ଦେବାକୁ କହି ଅପହରଣ କରିବା ଅଭିଯୋଗରେ କଟକ ମଧୁପାଟଣା ଅଞ୍ଚଳର ହ୍ରିତିକ୍ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ବର ମହିଳା ଥାନା ପୁଲିସ। ଭୁବନେଶ୍ୱରର ଏକ ଘରୋଇ କଲେଜରେ […]

ମର୍ଣ୍ଣିଂ ଓ୍ୱାକ୍ କରି ଫେରୁଥିବା ବେଳେ ମାଡ଼ିଗଲା ବସ୍

ଯାଜପୁର: ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ବସ୍ । ୪ ଜଣ ପଥଚାରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଏହାର ତଦନ୍ତ କରୁଛି । ଯାଜପୁର ସଦର ଥାନା କୁଜାଲା […]

ନବୀନ ନିବାସରେ ପିଇସି ବୈଠକ

ଭୁବନେଶ୍ଵର: ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏହି ସମୟରେ ଉପନିର୍ବାଚନରେ ବିଫଳତା ଉପରେ ତର୍ଜମା କରାଯାଇଛି l ବୈଠକରେ ସଂତୃପ୍ତ ମିଶ୍ର, ଟୁକୁନି ସାହୁ, ପ୍ରମିଳା ମଲ୍ଲିକ, […]

ବାଂଲାଦେଶୀ ଲିଙ୍କ୍‌ ମାମଲାରେ ଫେରାର ସିକନ୍ଦର ଆଲମ ଯାଜପୁରରୁ ଗିରଫ

ଯାଜପୁର: ବାଂଲାଦେଶୀ ଲିଙ୍କ୍ ମାମଲାରେ ଜଗତସିଂହପୁରରୁ ଫେରାର ସିକନ୍ଦର ଆଲମ ଗିରଫ । ସିକନ୍ଦରକୁ ଯାଜପୁର ଅଳକୁଣ୍ଡରୁ ଯାଜପୁର ପୋଲିସ ଓ ଜଗତସିଂହପୁର ପୋଲିସ ଦ୍ୱାରା ଗିରଫ କରାଯାଇଛି । ଗିରଫ ପରେ ସିକନ୍ଦରକୁ […]

ବିପୁଳ ପରିମାଣର ଦେଶୀ ମଦ ଜବତ, ୫ ଗିରଫ

ଭୁବନେଶ୍ୱର: ପାଇଖାନା ଟାଙ୍କିରେ ଦେଶୀ ମଦ। ବିପୁଳ ପରିମାଣର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ ସ୍କ୍ବାଡ । ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର […]

କଟକରେ ଡବଲ ମର୍ଡର; ବାପା ଏବଂ ସାବତ ମା’ଙ୍କୁ ବିଭତ୍ସ ହତ୍ୟା

କଟକ: ବାପା ଏବଂ ସାବତ ମାଆକୁ ବିଭତ୍ସ ଭାବେ ହତ୍ୟା କରିଛି ଜହ୍ଲାଦ ପୁଅ । ମୃତକ ହେଲେ ଦୀପକ ଦାସ (୫୮) ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ଲିତାରାଣୀ ଦାସ(୪୫) । ଏହି […]