ସମୁଦ୍ର ପଥରେ ଆସିପାରୁନି ତେଲ; ଓଡ଼ିଶାରେ ଲାଗୁ ହେଲା କଟକଣା

ଭୁବନେଶ୍ୱର: ଯୁଦ୍ଧ ଜାରି ରହିଥିବା ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି । ହର୍ମୁଜ୍ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ଯାହାକୁ ନେଇ ଓଡିଶା […]

ନଳବଣ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ପୁରୀ ଜିଲ୍ଲା ଦୟା ଓ ଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳରେ ଥିବା ନଳବଣରେ ଦୀର୍ଘ ୬ ଦିନ ଧରି ଲାଗିଥିବା ଭୟାବହ ଅଗ୍ନିକାଣ୍ଡ ଶେଷରେ ଆୟତ୍ତ ହୋଇଛି। କଣାସ ଓ ଟାଙ୍ଗୀ […]

ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

ଭୁବନେଶ୍ବର: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ‘ସଖୀ’ ସେଣ୍ଟରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ସେଠାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାଥରୁମ୍‌ ଭିତରେ ବେକରେ ଓଢ଼ଣୀ ଲଗାଇ […]

ପେଟିଏମ ପେମେଣ୍ଟ ବ୍ୟାଙ୍କ ର ବ୍ୟାଙ୍କିଂ ଲାଇସେନ୍ସ ବାତିଲ କଲା RBI

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ ବ୍ୟାଙ୍କ ର ବ୍ୟାଙ୍କିଂ ଲାଇସେନ୍ସ ବାତିଲ କରିଦେଇଛି RBI । ଆରବିଆଇ କହିଛି, ଏବେ ଏହି ବ୍ୟାଙ୍କ କୌଣସି ପ୍ରକାରର ବ୍ୟାଙ୍କିଂ ସେବା ଦେଇପାରିବ ନାହିଁ lଆବିଆଇର ସୂଚନା ଅନୁସାରେ, […]

CUET ଜାରି କଲା ପିଜି ଏଣ୍ଟ୍ରାନ୍ସ ରେଜଲ୍ଟ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) CUET PG ୨୦୨୬ର ଫଳାଫଳ ପ୍ରକାଶ କରିଛି। ଫଳାଫଳ ସହିତ, NTA ପ୍ରାର୍ଥୀମାନଙ୍କର ବ୍ୟକ୍ତିଗତ ସ୍କୋର ମଧ୍ୟ ପ୍ରକାଶ କରିଛି। CUET PG ୨୦୨୬ ଫଳାଫଳ NTA […]

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଏପ୍ରିଲ ୨୭ରୁ ସ୍କୁଲ ଛୁଟି

ଭୁବନେଶ୍ବର: ପ୍ରଚଣ୍ଡଖରାରେ ଜଳୁଛି ସାରା ରାଜ୍ୟ । ଏନେଇ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ୨୭ ତାରିଖରୁ ସମସ୍ତ ସ୍କୁଲ ବନ୍ଦ ରହିବ। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ […]

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ୮ ଗୁରୁତର

ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କେରଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୮ ଜଣ ଯାତ୍ରୀ ଗୁରୁତର […]

ଏଣିକି ମହଙ୍ଗା ହେବ ଆପାର୍ଟମେଣ୍ଟ କିଣା

ଭୁବନେଶ୍ୱର: ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ମୂଲ୍ୟ ଅନୁଯାୟୀ ୩%, ୪% ଓ ୫% ଭାବେ ତିନୋଟି ସ୍ଲାବ୍‌ରେ ଷ୍ଟାମ୍ପ ଡ୍ୟୁଟି ଲାଗୁ ହେଉଥିଲା। କିନ୍ତୁ ଏବେ ସେହି ବ୍ୟବସ୍ଥାକୁ ହଟାଇ ସମସ୍ତଙ୍କ ପାଇଁ ସିଧାସଳଖ ୫% […]

ପଶ୍ଚିମବଙ୍ଗରେ ବିଜେପି ବିଶାଳ ବିଜୟ ହାସଲ କରିବ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ମୋଦୀ କହିଛନ୍ତି, ଏଭଳି ଭୋଟିଂ ଦେଖିବା ପରେ ମୋତେ ଲାଗୁଛି ବିଜେପି ବିଶାଳ ବିଜୟ ହାସଲ କରିବ । […]

୭ଟି ବିଭାଗର ୪୬୨୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ଚାକିରୀ କେବଳ ଏକ ଜୀବିକା ନୁହେଁ । ରାଜ୍ୟର ଜନସାଧାରଣଙ୍କ ସେବା କରିବା ପାଇଁ ଏକ ଅନନ୍ୟ ସୁଯୋଗ । କାର୍ଯ୍ୟ ସମ୍ପାଦନରେ ବୈଚାରିକ ମତ ପ୍ରତିବନ୍ଧକ ନ ହେଉ । […]