ୱାସିଂଟନ: ଇରାନର ସମସ୍ତ ବନ୍ଦର ଓ ତଟବର୍ତ୍ତୀ କ୍ଷେତ୍ରରେ ନାକାବନ୍ଦୀ ଲାଗୁ କରିଛି ଆମେରିକା ସୈନ୍ୟ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ସେନା ଏହି ପଦକ୍ଷେପ ନେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ […]
Month: April 2026
ପଞ୍ଚାୟତ ନିର୍ବାଚନରେ ଏକାଠି ହୋଇପାରନ୍ତି ବିଜେଡ଼ି-କଂଗ୍ରେସ: ଭକ୍ତ ଦାସ
ଭୁବନେଶ୍ୱର: ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ପୁଣି ବିଜେଡ଼ି ଓ କଂଗ୍ରେସ ଏକାଠି ହେବେ । ଯଦି ବିଜେଡ଼ି ମୁଖ୍ୟ ଏବଂ ହାଇକମାଣ୍ଡ ଚାହିଁବେ ତେବେ ମେଣ୍ଟ ହେବ । ପିସିସି ସଭାପତି […]
୨ ଲକ୍ଷ ୩୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଗୁଡ଼ାରି ରେଞ୍ଜର
ରାୟଗଡା: ରାୟଗଡ଼ା ଜିଲ୍ଲା ଗୁଡ଼ାରି ରେଞ୍ଜର ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଡୁଖୁଙ୍କୁ ରବିବାର ଦୁର୍ନୀତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ଠିକାଦାରଙ୍କୁ ବିଭିନ୍ନ ଜଙ୍ଗଲ ବିଭାଗ ଯୋଜନାର କାମ ପାଇଁ […]
ମାନସ ମଙ୍ଗରାଜଙ୍କୁ ସଂସଦୀୟ ଦଳର ନେତା ଓ ସୁଲତା ଦେଓ ହେଲେ ଉପନେତା
ଭୁବନେଶ୍ୱର: ଦଳର ସଂସଦୀୟ ରଣନୀତିକୁ ଆହୁରି ମଜବୁତ କରିବାକୁ ବିଜେଡ଼ି ଏକ ନୂଆ ନିଷ୍ପତି ନେଇଛି । ରାଜ୍ୟସଭାରେ ବିଜେଡ଼ିର ସଂସଦୀୟ ଦଳ ନେତା ଭାବେ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି କରାଯାଇଛି। ସେହିପରି ଉପନେତା […]
ଆଜି ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର: ଆଜି ରାଜଧାନୀ ପାଳୁଛି ୭୮ ତମ ପ୍ରତିଷ୍ଠା ଦିବସ। ସ୍ମାର୍ଟ ସିଟିର ପ୍ରମୁଖ ସରକାରୀ କୋଠା ଲୋକସେବା ଭବନଠୁ ଆରମ୍ଭ କରି ବିଧାନସଭା ସୌଧ ପର୍ଯ୍ୟନ୍ତ ସବୁଠୀ ଦେଖିବାକୁ ମିଳିଛି ଆଲୋକ ମାଳାର […]
୧୧ କେଭି ତାର ଲାଗି ଚାଲିଗଲା ୩ ଦଣ୍ଡୁଆଙ୍କ ଜୀବନ, ୨ ଗୁରୁତର
ଢେଙ୍କାନାଳ: ଦଣ୍ଡଯାତ୍ରା ପାଇଁ ଟେଣ୍ଟ ପ୍ରସ୍ତୁତି କରୁଥିବା ବେଳେ ବିଦ୍ୟୁତ ଆଘାତରେ ୩ ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ […]
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ
ମୁମ୍ବାଇ: ପରଲୋକରେ ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆସନ୍ତାକାଲି ଅପରାହ୍ନ […]
ହର୍ମୁଜରେ ଫସିଥିବା ଓଡ଼ିଆ ମେରାଇନ ଅଫିସର ଅଶୋକ ଦୀକ୍ଷିତ ଓଡିଶା ଫେରିଲେ
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଅଶୋକ ଦୀକ୍ଷିତ। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତିରେ ହର୍ମୁଜରେ ୩୬ ଦିନ ଧରି ଫସିଥିଲେ ଓଡ଼ିଆ ପୁଅ ଅଶୋକ ଦୀକ୍ଷିତ। ଭାରତୀୟ ନୌସେନାର କଡା ସୁରକ୍ଷା ବଳୟ ମଧ୍ୟରେ ସେ ଭାରତକୁ […]
ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
ପୁରୀ: ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆସନ୍ତା ଡିସେମ୍ବର ସୁଦ୍ଧା ଇସ୍କନ ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ୮୦ଟି […]
ଘରୋଇ କ୍ଲିନିକ୍ରେ ଚିକିତ୍ସା କରିପାରିବେନି ସରକାରୀ ଡାକ୍ତର
ବିହାର: ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏକ ନୂତନ ପଦକ୍ଷେପ ନେଇଛନ୍ତି ବିହାର ସରକାର । ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନେ ଆଉ ଘରୋଇ ହସ୍ପିଟାଲରେ […]
