ପୁରୀ ବ୍ରିକ୍ସ ସମ୍ମିଳନୀରେ ବାଲୁକା ଆନିମେସନ ମାଧ୍ୟମରେ ପ୍ରତିନିଧିଙ୍କୁ ସ୍ୱାଗତ

ପୁରୀ: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ତାଙ୍କର ‘ପୁରୀ ସ୍ୟାଣ୍ଡ ଆର୍ଟ ଷ୍ଟୁଡିଓ’ରେ ଏକ ସ୍ୱତନ୍ତ୍ର ୧୫ ମିନିଟର ବାଲୁକା ଆନିମେସନ୍ ପ୍ରଦର୍ଶନ କରି ବ୍ରିକ୍ସ ପ୍ରତିନିଧିବୃନ୍ଦଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଛନ୍ତି […]

ବଦଳିଲେ CBSE ଅଧ୍ୟକ୍ଷ ଏବଂ ସଚିବ,OSM ତଦନ୍ତ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଅନ୍-ସ୍କ୍ରିନ୍ ମାର୍କିଂ (OSM) ବିବାଦ ଦିନକୁ ଦିନ ଜୋର୍ ଧରୁଥିବା ବେଳେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାର CBSEର ଅଧ୍ୟକ୍ଷ […]

ବୈଷୟିକ ଶିକ୍ଷାରେ ବଢିଲା ସିଟ୍ ସଂରକ୍ଷଣ

ଭୁବନେଶ୍ୱର: ବୈଷୟିକ ଶିକ୍ଷାରେ ବଢିଲା ସିଟ୍ ସଂରକ୍ଷଣ l ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ […]

ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀଙ୍କ ନାଁ ରେ ବିନଏସ ଦଫାରେ ରୁଜୁ ହେଲା ମାମଲା

କେନ୍ଦ୍ରାପଡା: ରାଜନଗର ଥାନାରେ ଥାର୍ଡ଼ ଡିଗ୍ରୀ ଦେବା ଘଟଣାରେ ନିଲମ୍ବିତ ହୋଇଥିବା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା । ତାଙ୍କ ବିରୁଦ୍ଧରେ ତାଳଚୁଆ ସାମୁଦ୍ରିକ ଥାନାରେ ବିଏନଏସ ଦଫାରେ ଅନେକ […]

ଜୁନ ୨୦ ରେ ମୟୁରଭଞ୍ଜ ଆସିବେ ପ୍ରଧାନମନ୍ତ୍ରୀ

ଭୁୂବନେଶ୍ୱର: ଆସନ୍ତା ଜୁନ ୨୦ ତାରିଖରେ ମୟୁରଭଞ୍ଜ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି lଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମ୍ପୂର୍ଣ ରୂପରେଖ ପ୍ରସ୍ତୁତ […]

ରାଇଟ ଟୁ ଫରଗଟନ’ କୁ ମିଳିଲା ସାମ୍ବିଧାନିକ ଅଧିକାର

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ବ୍ୟକ୍ତିଗତ ଗୋପନୀୟତାକୁ ସୁରକ୍ଷିତ ରଖି ଦିଲ୍ଲୀ ହାଇକୋର୍ଟ ‘ରାଇଟ ଟୁ ଫରଗଟନ’କୁ ସମ୍ବିଧାନର ଅନୁଚ୍ଛେଦ ୨୧ରେ ବ୍ୟକ୍ତିଗତ ଓ ମୌଳିକ ଅଧିକାରର ଅଂଶ ବିଶେଷ ସ୍ୱୀକାର କରିଛନ୍ତି। କୋର୍ଟ କହିଛନ୍ତି […]

କେନ୍ଦ୍ର ଖଣିମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର:ଦେଶର ଖଣିଜ ଅର୍ଥନୀତି ଓ ଶିଳ୍ପ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ପ୍ରାୟ ୪୭୧ ମିଲିଅନ୍ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ […]

ହାଜତ ମୃତ୍ୟୁ ମାମଲାରେ ଏଏସ୍‌ପିଙ୍କ ବଦଳି,୩ ପୁଲିସ କର୍ମଚାରୀ ନିଲମ୍ବିତ

ଗଞ୍ଜାମ:କବିସୂର୍ଯ୍ୟନଗର ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ପୁଲିସ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାଥମିକ ତଦନ୍ତ ଆଧାରରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜଣେ ଏଏସ୍‌ପିଙ୍କୁ […]

କଟକ ପ୍ରେସ ଛକରେ ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ

କଟକ: ପ୍ରେସ ଛକ ମାଛ ମାର୍କେଟ ଓ ଏହା ନିକଟସ୍ଥ ବିଲଡିଂରେ ଲାଗିଥିବା ନିଆଁକୁ ୯ ଘଣ୍ଟା ପରେ ସଂପୂର୍ଣ୍ଣ ଆୟତ କରିଛନ୍ତି ଅଗ୍ନିଶମ ବାହିନୀ। ୧୩ଟି ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟରେ […]

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର:ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାର ଠାରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହା ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁନ୍ […]