ଓରାଙ୍ଗଉଟାନ ଉଦ୍ଧାର ଘଟଣାର CBI ତଦନ୍ତ ଦାବି କଲେ ବିଜେଡି ବିଧାୟକ

ବାଲେଶ୍ୱର:ଭୋଗରାଇ ଅଞ୍ଚଳରୁ ୫ ଓରାଙ୍ଗଉଟାନ ଉଦ୍ଧାର ମାମଲାର ତଦନ୍ତ ସିବିଆଇ କିମ୍ବା ଏନଆଇଏ ଦ୍ୱାରା କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ଭୋଗରାଇ ବିଜେଡି ବିଧାୟକ ଗୌତମବୁଦ୍ଧ […]

ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟଙ୍କ ସମର୍ଥନ:ଆତଙ୍କବାଦ ବିରୋଧରେ ହେବ ମିଳିତ ଲଢ଼େଇ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ସମସ୍ତ ୨୧ ସଦସ୍ୟ ଦେଶ ଏକମତ ହୋଇ ‘ନୂଆଦିଲ୍ଲୀ ଘୋଷଣା-୨୦୨୬’ ଗ୍ରହଣ କରିଛନ୍ତି। ଏହି ଘୋଷଣାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା […]

ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ବଡ଼ ଦାବି; ଦୁଇ ବର୍ଷରେ ବଢ଼ିନି ଅପରାଧ ହାର

ବାଲେଶ୍ୱର: ଡିଜିପି-ଇନ୍-ଚାର୍ଜ ବିନୟତୋଷ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ଗତ ଦୁଇ ବର୍ଷ ମଧ୍ୟରେ ଅପରାଧ ହାର ବଢ଼ିନାହିଁ , ଏହାର ମୁଖ୍ୟ କାରଣ ହେଉଛି ପୋଲିସର କଡ଼ା ଚଢ଼ାଉ ଓ ବିଶେଷ ଅଭିଯାନ […]

ଜେଲରୁ ଦୁଷ୍କର୍ମ କଏଦୀ ଫେରାର, ଜେଲର ବଳରାମ ବିଶି ମାଝୀ ନିଲମ୍ବିତ

ନୂଆପଡା: ଦୁଷ୍କର୍ମ ମାମଲାରେ ୨୦ ବର୍ଷ ସଜା କାଟୁଥିବା ଜଣେ ଦୋଷୀ ନୂଆପଡ଼ା ସବ୍-ଜେଲରୁ ଫେରାର ହୋଇଯାଇଥିବା ଘଟଣାରେ କାରା ବିଭାଗ ବଡ଼ ପଦକ୍ଷେପ ନେଇଛି। ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଅଭିଯୋଗରେ ଜେଲର ବଳରାମ […]

ଦୁବାଇ ନିବେଶ ଅଭିଯାନରେ ଓଡ଼ିଶାକୁ ୨.୪୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ତିନିଦିନିଆ ଉଚ୍ଚସ୍ତରୀୟ ପୁଞ୍ଜିନିବେଶ ଅଭିଯାନ ଶେଷ ହୋଇଛି। ଏହି ଗସ୍ତକାଳରେ ରାଜ୍ୟକୁ ମୋଟ ୨ ଲକ୍ଷ ୪୩ହଜାର ୧୬୨ କୋଟି ଟଙ୍କାର ବିଶାଳ ପୁଞ୍ଜିନିବେଶ […]

ଉପମୁଖ୍ୟମନ୍ତ୍ରୀଙ୍କ ପଦ ବିରୋଧରେ ଜନସ୍ୱାର୍ଥ ମାମଲା: ପିଟିସନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ବର: ସମ୍ବିଧାନରେ ‘ଉପମୁଖ୍ୟମନ୍ତ୍ରୀ’ ପଦ ନେଇ କୌଣସି ବ୍ୟବସ୍ଥା ନାହିଁ । ଏହା ସତ୍ତ୍ଵେ ଓଡ଼ିଶାରେ ଦୁଇଟି ‘ଉପମୁଖ୍ୟମନ୍ତ୍ରୀ’ ପଦ ସୃଷ୍ଟି କରାଯାଇଛି । ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଦାଏର ପିଟିସନ୍‌କୁ […]

ହ୍ୱାଟସଆପ୍ ରେ ମିଳିବ ଓଡ଼ିଶା ପୁଲିସର ୧୪ଟି ସେବା

ଭୁବନେଶ୍ୱର: ଅତ୍ୟାବଶ୍ୟକୀୟ ସେବା ପାଇଁ ସାଧାରଣ ଲୋକଙ୍କୁ ଆଉ ବାରମ୍ବାର ଥାନାକୁ ଯିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବ ଓଡ଼ିଶା […]

ୟୁନିଟ୍-୧ ହାଟରେ ବୁଲିଲା ବିଏମ୍‌ସିର ବୁଲ୍‌ଡୋଜର୍

ଭୁବନେଶ୍ୱର: ରାଜଧାନୀର ୟୁନିଟ୍-୧ ହାଟ ନିକଟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କଡ଼ା ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାରୀ ଜମିରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଭେଣ୍ଡିଂ ଜୋନ୍‌କୁ ବିଏମ୍‌ସି ଟିମ୍ ସମ୍ପୂର୍ଣ୍ଣ […]

ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ:

ଭୁବନେଶ୍ୱର: ହର୍ଣ୍ଣ ମାରିବାକୁ ନେଇ ରାଜଧାନୀରେ ତୁମୁଳ କାଣ୍ଡ । ଗାଡ଼ିର ହର୍ଣ୍ଣ ମାରିବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଏକ ବିବାଦ ଉଗ୍ର ରୂପ ନେଇଥିଲା। ଗାଡ଼ି ସାଇଡ୍ କରିବାକୁ ହର୍ଣ୍ଣ ବଜାଇବାରୁ […]

ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର

ବାରିପଦା: ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପୁରୀ ଜିଲ୍ଲାର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ଭୁବନେଶ୍ୱର ପ୍ରଶାନ୍ତ ପ୍ରଧାନ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଡିଟ୍ କାର୍ଯ୍ୟ ଶେଷ କରି […]