ମୁଖ୍ୟମନ୍ତ୍ରୀଙ୍କ କ୍ଵାଟର ମରାମତିରେ ଖର୍ଚ୍ଚ ହୋଇଛି ୩.୩୧କୋଟି ଟଙ୍କା, ହେଲିକପ୍ଟର, ଏୟାରକ୍ରାଫ୍ଟ ବ୍ୟବହାର କରିଛନ୍ତି ୧୧୯ଥର: RTI ତଥ୍ୟ

ଭୁବନେଶ୍ୱର: ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ମରାମତି ଓ ନବୀକରଣ ବାବଦରେ ମୋଟ ୩କୋଟି ୩୧ଲକ୍ଷ ୯ହଜାର ୭୨୭ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। […]

ଦିଶା ସାଲେନଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟ ଠାକ୍‌ରେଙ୍କ ନାଁରେ ଏଫଆଇଆର୍‌ ରୁଜୁ କଲା ସିବିଆଇ

ମୁମ୍ବାଇ: ସ୍ବର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲେନଙ୍କ ମୃତ୍ୟୁ ମାମଲାରେ ସୋମବାର ସିବିଆଇ ବିଧାୟକ ଆଦିତ୍ୟ ଠାକ୍‌ରେ, ଅଭିନେତା ଡିନୋ ମୋରିଆ, ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ନାମରେ ଏଫଆଇଆର ରୁଜୁ କରିଛି […]

ପୋଲିସ ଗାଡ଼ିରୁ ଡେଇଁ ପ୍ରାଣ ହରାଇଲା ପତ୍ନୀଙ୍କ ମୁଣ୍ଡ କାଟି ଦେଇଥିବା ବ୍ୟକ୍ତି ରାମାନୁଜ

ନୂଆଦିଲ୍ଲୀ: ଗୁହାଟୀର ୩୦ ବର୍ଷୀୟ ବ୍ୟକ୍ତି ରାମାନୁଜ ଗୋସ୍ୱାମୀ ଯିଏ ନିଜ ସ୍ତ୍ରୀଙ୍କ ମୁଣ୍ଡ କାଟି ହତ୍ୟା କରିବା ପରେ ଏହାକୁ ଘରର ଫ୍ରିଜରେ ରଖିଥିଲା। ଏହାପରେ ପୋଲିସ ତା’କୁ ଗିରଫ ବି କରିଥିଲା। […]

ତରୁଣ ତେଜପାଲଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ: ତେହେଲକାର ପୂର୍ବତନ ସମ୍ପାଦକ ତେଜପାଲ ଆଜି ଆତ୍ମସମର୍ପଣ କରିବା ପରେ ତାଙ୍କୁ କୋଲଭାଲେ ଜେଲକୁ ନେଇ ଯାଇଛି ପୁଲିସ। ୨୦୧୩ ମସିହା ସହକର୍ମୀଙ୍କୁ ଲିଫ୍ଟ ଭିତରେ ଦୁଷ୍କର୍ମ କରିବା ଭଳି ଜଘନ୍ୟକାଣ୍ଡରେ ବମ୍ବେ […]

୨୦୨୯ ସୁଦ୍ଧା ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ UCC: ଅମିତ ଶାହା

ନୂଆଦିଲ୍ଲୀ: ଆଗାମୀ ୨୦୨୯ ମସିହା ସୁଦ୍ଧା ଦେଶର ୨୧ଟି ବିଜେପି ଶାସିତ ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରାଯିବ ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ […]

ସରିଲା ବ୍ରିକ୍ସ ସମ୍ମିଳନୀ:ଭାରତକୁ ମିଳିଲା ବଡ଼ କୂଟନୈତିକ ସଫଳତା

ନୂଆଦିଲ୍ଲୀ: ସଫଳତାର ସହିତ ଉଦଯାପନ ହେଲା ବ୍ରିକ୍ସ ସମ୍ମିଳନୀ l ବ୍ରିକ୍ସ ମଂଚରେ ଏକାଠି ହେଲେ ବିଶ୍ବ ନେତା l ବ୍ରିକ୍ସ ସମ୍ମିଳନୀର ନେତୃତ୍ବ ନେଇ ଗ୍ଲୋବାଲ ସାଉଥ୍ ବା ବିକାଶଶୀଳ ଦେଶଗୁଡ଼ିକର ପ୍ରକୃତ […]

ଅଷ୍ଟମ ଥର ଏସିଆ କପ୍ ଟାଇଟଲ ଜିତିଲା ଭାରତ

ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ lଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୮୩ ରନ ସ୍କୋର […]

ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଇରଫାନ ଆହତ

ଭୁବନେଶ୍ବର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ କେନାଲ ରୋଡ୍, ସୁଡୁଙ୍ଗା ଜଙ୍ଗଲ ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇରଫାନ ଗୁରୁତର ଆହତ ହୋଇଛି। ଆଜି ଭୋର ପ୍ରାୟ ୫.୪୫ ମିନିଟ୍‌ରେ ଏହି […]

ଜଗତସିଂହପୁର ଶିଶୁ ଆଶ୍ରମରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁର ସ୍ଥିତ ଶିଶୁ ଆଶ୍ରମର ଆଫ୍ଟର କେୟାର କୋଠରୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେଠାରେ ସେ ଗତ ୮ ମାସ ହେବ ରହୁଥିଲେ । ଶିଶୁ ଆଶ୍ରମ କର୍ତ୍ତୃପକ୍ଷ […]

ପଶ୍ଚିମବଙ୍ଗରେ ନୂଆ ମିସାଇଲ୍ ଟେଷ୍ଟିଂ ସେଣ୍ଟରକୁ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଶତ୍ରୁଙ୍କୁ ଚେକ୍ ଦେବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି ଭାରତ । ତେଣୁ ଦେଶରେ ଆଉ ଏକ ମିସାଇଲ୍ ଟେଷ୍ଟିଂ ସେଣ୍ଟର ତିଆରି ହେବ । ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର […]