ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଉଲ୍ଲେଖନୀୟ ଓ ଅତୁଳନୀୟ ଯୋଗଦାନ ପାଇଁ ପ୍ରତିବର୍ଷ ଜଣେ ବିଶିଷ୍ଟ କଳାକାରଙ୍କୁ ‘ଦାଦାସାହେବ ଫାଲକେ ପୁରସ୍କାର’ରେ ସମ୍ମାନିତ କରାଯାଇଥାଏ। ଏହାକୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଭାବେ ଗ୍ରହଣ […]
Month: September 2026
ନୂଆ ସେନ୍ସର ବୋର୍ଡ ଗଠନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ନୂଆ ସେନ୍ସର ବୋର୍ଡ ଗଠନ କରିଛନ୍ତି କେନ୍ଦ୍ର ସରକାର l ଏହାର କାର୍ଯ୍ୟକାଳ ତିନି ବର୍ଷ କିମ୍ବା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ରହିବ । ନୂତନ ସିବିଏଫସି ବୋର୍ଡରେ ଚଳଚ୍ଚିତ୍ର, ଟେଲିଭିଜନ, ସଙ୍ଗୀତ, […]
ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲ
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ୧୦ ମାସ ଜେଲ୍ରେ ରହିବା ପରେ ନିକଟରେ ଜାମିନରେ ଆସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ଏକ ମାମଲା […]
ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ
ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅଞ୍ଚଳରେ ଆଜି ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଶଙ୍ଖ ନଦୀରେ ଗାଧୋଉଥିବା ସମୟରେ ବୁଡ଼ିଯାଇ ୩ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, […]
ମଝି ସମୁଦ୍ରରେ ଭାରତୀୟ ଜାହାଜକୁ ଧକ୍କା ଦେଲା ପାକିସ୍ତାନ ଜାହାଜ
ନୂଆଦିଲ୍ଲୀ: ଆରବ ସାଗରରେ ଭାରତ ଜାହାଜ ସହିତ ପାକିସ୍ତାନ ଜାହାଜ ଧକ୍କା ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳେ ଭାରତ ଏହାକୁ ଅତି ଗମ୍ଭୀରତାର ସହିତ ନେଇ ଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଅବଗତ […]
ମଣିପୁରରେ ହିଂସାକାଣ୍ଡ :ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ
ଇମ୍ଫାଲ: ମଣିପୁରରେ ପୁଣିଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି l ଅଜ୍ଞାତ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଫାର୍ମହାଉସ୍ ଏବଂ ବାସଗୃହ ନିଆଁରେ ଜଳି ଯାଇଛି […]
ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ କଲା SSRB
ଭୁବନେଶ୍ୱର: ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଜେଲରୁ ମୁକୁଳିବା ସମ୍ଭାବନା କ୍ଷୀଣ ହୋଇପଡ଼ିଛି। ଷ୍ଟେଟ୍ ସେଣ୍ଟନ୍ସ ରିଭ୍ୟୁ ବୋର୍ଡ (SSRB) ଦ୍ୱାରା ତାଙ୍କର ଆଗୁଆ ମୁକ୍ତି ପାଇଁ ହୋଇଥିବା […]
ଭୁବନେଶ୍ୱରରୁ ଚୋରା ମୋବାଇଲ୍ ରାକେଟ୍ର ପରଦାଫାଶ
ଭୁବନେଶ୍ୱର: ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକର ଚେହେରା ଦେଖାଇ ସ୍କୁଟି ଓ ମୋବାଇଲ୍ ଚୋରି କରୁଥିବା ଏକ ଚାଲାକ୍ ଗ୍ୟାଙ୍ଗର ପରଦାଫାଶ କରିଛି ଇନଫୋସିଟି ଥାନା ପୋଲିସ। ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ […]
ଗୁରୁଗ୍ରାମ ହିଟ୍ ଆଣ୍ଡ ରନ୍ ଘଟଣାରେ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ଗୁରୁଗ୍ରାମ ରାଜରାସ୍ତାରେ ଜଣେ ମହିଳା ବାଇକରଙ୍କୁ ପିଛା କରି ଧକ୍କା ଦେଇଥିବା କାର୍ ଡ୍ରାଇଭର କଲ୍ୟାଣ ବୈସଂଲା ଗିରଫ। ତାଙ୍କୁ ରାଜସ୍ଥାନ ଦଉସାରୁ ପୁଲିସ୍ ଗିରଫ କରିଛି। ଗୁରୁଗ୍ରାମରେ ଘଟିଥିବା ଏହି ହିଟ୍ […]
ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା:ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ହେଉଛି ନୂଆଁଖାଇ।ଚାଷ, ମାଟି ଓ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ପ୍ରତୀକ ହେଉଛି ଏହି ପର୍ବ। ଏହି ପବିତ୍ର ଦିନରେ ଚାଷୀ ନିଜ ପରିଶ୍ରମର ପ୍ରଥମ […]
