ଓଡ଼ିଶାର ବିଧାନସଭା ସିଟ୍ କ୍ଷମତା ୨୦୦କୁ ବଢିବ; ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ନୂଆ ବିଧାନସଭା ଗୃହ ଭତ୍ତିପ୍ରସ୍ତର ସ୍ଥାପନ ଅବସରରେ ଓଡ଼ିଶା ବିଧାନସଭାର ସିଟ୍ ସଂଖ୍ୟା ୧୪୭ରୁ ୨୦୦ ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭାରେ ବର୍ତ୍ତମାନ ୧୪୭ ସିଟ୍‌ […]

ମହାକାଶକୁ ଗଲା ଓଡିଶା ନିର୍ମିତ ପ୍ରଥମ ସାଟେଲାଇଟ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (ପିଏସ୍‌ଏଲ୍‌ଭି) ସି୬୨ ମିଶନର ଉତକ୍ଷେପଣ ହୋଇଛି । ଅନ୍ବେଷା ସହ ମହାକାଶକୁ ଗଲା ଓଡ଼ିଶା ନିର୍ମିତ ଉପଗ୍ରହ CGUSAT-1 । […]

ଗୋଟିଏ ସ୍ଥାନରେ ରହିବ ବିଧାନସଭା ଓ ଲୋକସେବା ଭବନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କେନ୍ଦ୍ର ଏଣିକି ଗୋଟିଏ ସ୍ଥାନରେ ରହିବ। ପ୍ରାୟ ୭୧.୧୩ ଏକର ଜମିରେ […]

କେନ୍ଦ୍ର ସରକାରଙ୍କ ଆପତ୍ତି ପରେ X ଡିଲିଟ କଲା ୬୦୦ ଆକାଉଣ୍ଟ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ୬୦୦ ଆକାଉଣ୍ଟ ଡିଲିଟ କରିଛି ଏବଂ ୩,୫୦୦ରୁ ଅଧିକ ପୋଷ୍ଟ ତାର ପ୍ଲାଟଫର୍ମରୁ ହଟାଇ ଦେଇଛି। X ରେ ଅଶ୍ଳୀଳ ବିଷୟବସ୍ତୁ ଉପରେ କେନ୍ଦ୍ର ସରକାର ଆପତ୍ତି କରିବା […]

ନ୍ୟୁଜିଲାଣ୍ଡକୁ ପ୍ରଥମ ଦିନିକିଆରେ ୪ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୩୦୧ ରନ୍‌ର ଟାର୍ଗେଟକୁ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ […]

ନିଃସ୍ୱାର୍ଥ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଭୂବନେଶ୍ୱର ଉପକଣ୍ଠ କେଶୁରା, ଆଶୁତୋଷ ନଗର ସ୍ଥିତ କମ୍ୟୁନିଟି ହଲ ଠାରେ “ନିଃସ୍ୱାର୍ଥ ଦାତବ୍ୟ ଟ୍ରଷ୍ଟ” ଆନୁକୂଲ୍ୟ ରେ ସକାଳ 10 ଘଟିକା ସମୟରେ ଏକ ସାମାଜିକ ତଥା ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ […]

ସମ୍ବଲପୁରବାସୀଙ୍କ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର […]

ସୋମନାଥ ଜ୍ୟୋତିର୍ଲିଙ୍ଗରେ ଜଳାଭିଷେକ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସୋମନାଥ ସ୍ୱାଭିମାନ ପର୍ବ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ସୋମନାଥ ଜ୍ୟୋତିର୍ଲିଙ୍ଗର ଜଳାଭିଷେକ କରିଛନ୍ତି ଏବଂ ବୈଦିକ ମନ୍ତ୍ର ସହିତ ବିଶେଷ ପ୍ରାର୍ଥନା କରିଛନ୍ତି। ପୌରାଣିକ ବିଶ୍ୱାସ ଅନୁସାରେ, ସୋମନାଥକୁ ୧୨ ଟି ମୂଳ […]

ସରପଞ୍ଚଙ୍କ ପାଇଁ ଓଡ଼ିଆ ପଢ଼ିବା ଓ ଲେଖିବା ଜରୁରୀ: ହାଇକୋର୍ଟଙ୍କ ରାୟ

କଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ । […]

ଅଯୋଧ୍ୟା ରାମ ମନ୍ଦିରରେ ନମାଜ ପାଠ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଅଟକ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ପରିସର ଭିତରେ ନମାଜ ପାଠ କରୁଥିବା ଜଣେ କାଶ୍ମୀରୀ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ସେହି ବ୍ୟକ୍ତି ରାମ ମନ୍ଦିରର ପ୍ରସ୍ଥାନ ଦ୍ୱାର ନିକଟରେ ନମାଜ […]