ବିବାଦ ପରେ ଫର୍ମ-୬ରୁ ହଟିଲା ଅତିରିକ୍ତ ଘୋଷଣାନାମା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଶେଷ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ଅନଲାଇନ୍‌ ଫର୍ମ-୬ରୁ ଅତିରିକ୍ତ SIR […]

ଦିନିକିଆରେ ଶୁଭମନ୍ ଗିଲଙ୍କ ଦ୍ୱିତୀୟ ଦ୍ୱିଶତକ

ନୂଆଦିଲ୍ଲୀ: ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୁଭମନ୍ ଗିଲ୍ ଦ୍ୱିଶତକ ହାସଲ କରିଛନ୍ତି । ଗିଲ୍ ଦିନିକିଆ ଫର୍ମାଟରେ ଦ୍ୱିତୀୟ ଥର ପାଇଁ ୨୦୦ ରନ୍ କରିଛନ୍ତି । ଏହି ସଫଳତା ପରେ […]

ଭିଆର୍‌ଏସ୍‌ ପାଇଁ ଆବେଦନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର. ଏସ. ଗୋପାଳନ ଚାକିରିରୁ ସ୍ଵେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ଶାରୀରିକ ଅସୁସ୍ଥତା ଏବଂ କେତେକ ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ନିଷ୍ପତ୍ତି […]

ରାଜଧାନୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଏହି ଓଡ଼ିଶା ବନ୍ଦ ଡାକରା […]

ସୁରକ୍ଷାବାହିନୀ ଗୁଳିରେ ଟଳିଲା ଲସ୍କର-ଏ-ତୋଏବା ଟପ୍ କମାଣ୍ଡର ମୁସା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବଡ଼ଗାମ ଜିଲ୍ଲାରେ ସୁରକ୍ଷାବାହିନୀକୁ ମିଳିଛି ଏକ ବଡ଼ ସଫଳତା। ସେନା, ସିଆର୍‌ପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଆତଙ୍କବାଦୀ ନିରୋଧୀ ଅଭିଯାନରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ତୋଏବା’ର ଶୀର୍ଷ କମାଣ୍ଡର ମୁସା […]

ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା ସ୍ପେଶାଲ୍‌ ଲିଭ୍‌ ପିଟିସନ୍‌ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ […]

AI ର ନୂତନ ନାମ ହେଲା ‘ସୁପର ଇଣ୍ଟେଲିଜେନ୍ସ’ : ଟ୍ରମ୍ପଙ୍କ ଘୋଷଣା

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି ଯେ କୃତ୍ରିମ ବୁଦ୍ଧିମତ୍ତା(AI) ଏବେ ‘ସୁପର ଇଣ୍ଟେଲିଜେନ୍ସ’ ଭାବରେ ଜଣାଯିବ। ଟ୍ରମ୍ପ କହିଛନ୍ତି, ‘ଆମେ କୃତ୍ରିମ ବୁଦ୍ଧିମତ୍ତା ନାମ ପରିବର୍ତ୍ତନ କରି ଏକ ଦଲିଲରେ ସ୍ୱାକ୍ଷର […]

କଠୁଆ CISF କ୍ୟାମ୍ପରେ ଅନ୍ତଃକଳହରୁ ଗୁଳିକାଣ୍ଡ: ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସହ ୪ ଯବାନ ମୃତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। CISF (କେନ୍ଦ୍ରୀୟ ଐଶ୍ୱର୍ଯ୍ୟ ସୁରକ୍ଷା ବଳ) ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ […]

ବିଜେପି ମଣ୍ଡଳ ସଭାପତିଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାଷିବିଲି ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ବିଜେପି ନେତା କାଳିଆ ନାହାକଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ ହୋଇଛି। କାଳିଆ ହରିଡ଼ାପଦର ମଣ୍ଡଳ ବିଜେପି ସଭାପତି ଭାବେ […]

ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଖଜିରାପଶି ଗାଁର […]