ବହି ତ୍ରୁଟି ପ୍ରସଙ୍ଗରେ PMOର ହସ୍ତକ୍ଷେପ, ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗଣଶିକ୍ଷା ବିଭାଗକୁ ବହି ତ୍ରୁଟି ପ୍ରସଙ୍ଗରେ ସବିଶେଷ ତଥ୍ୟ ଦେବାକୁ PMOର ନିର୍ଦ୍ଦେଶ। ଓଡ଼ିଶାରେ ପାଠ୍ୟପୁସ୍ତକରେ ତ୍ରୁଟି ଓ ବହି ଛପାରେ ଅନିୟମିତତା ଅଭିଯୋଗକୁ ନେଇ ହସ୍ତକ୍ଷେପ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । […]

ସିଏଜି ଅଡିଟ ରିପୋର୍ଟରୁ ଆସିଲା BJD ଶାସନରେ ଡିଏମଏଫ ପାଣ୍ଠିର ବ୍ୟାପକ ଅନିୟମିତତାର ସାଙ୍ଘାତିକ ତଥ୍ୟ

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ଭାରତର ମହାଲେଖାଗାର ନିୟନ୍ତ୍ରକ ଓ ମହାସମୀକ୍ଷକଙ୍କ ଅଡିଟ ରିପୋର୍ଟ ରାଜ୍ୟରେ ୨୦୨୪ ମାର୍ଚ୍ଚ ସୁଦ୍ଧା ଡିଏମଏଫ ପାଣ୍ଠି ଖର୍ଚ୍ଚର ବ୍ୟାପକ ଅନିୟମିତତା ଓ ହରିଲୁଟକୁ ସାମ୍ନାକୁ ଆସିଛି । ବିଜେଡି […]

ଇ -ଚାଲାଣ ନଦେଲେ ବିଜୁଳି ବିଲ୍ ସହ ଯୋଡ଼ିଦିଅ:ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଇ-ଚାଲାଣ ବାବଦକୁ ବକେୟା ଥିବା ପ୍ରାୟ ୨୦,୦୦୦ କୋଟି ଟଙ୍କାର ଜରିମାନା ଆଦାୟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଟ୍ରାଫିକ୍ ଚାଲାଣକୁ ବିଜୁଳି ବିଲ୍ ସହିତ ଯୋଡ଼ିବା କଥା ବିଚାର […]

ଉଜ୍ଜୈନର ଶାହି ମସଜିଦ ଭଙ୍ଗାକୁ ନେଇ ବିକ୍ଷୋଭ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ଉଜ୍ଜୈନ ସହରରେ ଥିବା ଶାହି ମସଜିଦର ଏକ ଅଂଶ ଭଙ୍ଗା ଯିବାକୁ ନେଇ ମୁସଲିମ ସମ୍ପ୍ରଦାୟ ଗୋଷ୍ଠୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀ ପଥର ମାଡ଼ […]

ଆଜି ଲୋୟର PMGରେ ବିଜେଡିର ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ସମାବେଶ | ଆଇନ ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଡାକରା ଦିଆଯାଇଥିବା ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଜେଡି ନେତା ଓ କର୍ମୀମାନେ […]

ଘାସ ମରା ବିଷ ଦେଇ ନବବଧୂକୁ ହତ୍ୟା ଅଭିଯୋଗ

ବାଲେଶ୍ୱର: ଘାସ ମରା ବିଷ ଦେଇ ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଶାସନ ବାଡ ଗାଁରେ । ପୁରୁଣା ବାଲେଶ୍ଵର ଅଞ୍ଚଳର ଅମ୍ବିକା […]

ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ: ରବିବାର ଦିନ ‘ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍’ (IBA) ଏବଂ ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ’ (UFBU) ମଧ୍ୟରେ ଅନୁଷ୍ଠିତ ଏକ ବୈଠକ ପରେ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ତିନି ଦିନିଆ […]

ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ କରି ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ନୂଆଦିଲ୍ଲୀ: ସଚିନ୍ ତେନ୍ଦୁଲକରଙ୍କର ଆଉ ଏକ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଥିରୁଅନନ୍ତପୁରମ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ (ODI) ମ୍ୟାଚ୍‌ରେ ଶତକୀୟ ପାଳି ଖେଳି ସେ ୧୫,୦୦୦ ରନ୍ ପୂରଣ […]

ବେଙ୍ଗାଲୁରୁରେ ଓଡ଼ିଆ ମହିଳାଙ୍କୁ ହତ୍ୟା, ସ୍ୱାମୀ ଗିରଫ

ବେଙ୍ଗାଲୁରୁ: ଟଙ୍କାକୁ ନେଇ ଓଡ଼ିଆ ଦମ୍ପତିଙ୍କ ମଧ୍ୟରେ ଝଗଡା ପରେ, ପତ୍ନୀକୁ ମାରି ଖୋଲା ସ୍ଥାନରେ ଫୋପାଡି ଦେଇଥିଲା ଅଭିଯୁକ୍ତ ସ୍ବାମୀ । ବେଙ୍ଗାଲୁରୁର ଓଡ଼ିଆ ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି […]

LPU ରେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ଆତ୍ମହତ୍ୟା ଗୁଜବ,ଗୁଜବକୁ ନେଇ କ୍ୟାମ୍ପସରେ ଉତ୍ତେଜନା

ନୂଆଦିଲ୍ଲୀ: ପଂଜାବ ଲଭଲୀ ପ୍ରଫେସନାଲ ୟୁନିଭର୍ସିଟିରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ଗୁଜବ ପ୍ରମାଣିତ ହେବା ପରେ ଗତକାଲି ବିଳମ୍ବିତ ରାତିରୁ କ୍ୟମ୍ପସରେ ଉତେଜନା ଦେଖିବାକୁ […]