କେନ୍ଦୁଝର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ […]
Author: ତେଜସ୍ୱିନୀ
କଟକ ଜିଲ୍ଲାପାଳଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ
ଭୁବନେଶ୍ୱର: କଟକ ଜିଲ୍ଲାପାଳଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ । ରାଜ୍ୟସଭାରେ ଅଭିଯୋଗ କରିଥିଲେ ୭ ସାଂସଦ । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ ଜାରି କରାଯାଇଛି । ସରକାରୀ […]
ଜରପଡା ଛକ ନିକଟରେ ଓଲଟିଲା ଗ୍ୟାସ ଟ୍ୟାଙ୍କର
ଅନୁଗୁଳ: ଛତିଶଗଡରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ କମ୍ପ୍ରେସଡ୍ ବାୟୋ ଗ୍ୟାସ୍- CBG ଟ୍ୟାଙ୍କର ବିଳମ୍ବିତ ରାତିରେ ଜରପଡ଼ା ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଖବର […]
ନୂଆ କାର୍ଯ୍ୟାଳୟ “ସେବା ତୀର୍ଥ” ରେ ୪ ବଡ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସେବା ତୀର୍ଥରେ ପ୍ରଥମ ଥର ପାଇଁ ମୋଦି ଗୁରୁତ୍ୱପୂର୍ଣ୍ଣ ଫାଇଲରେ ସ୍ବାକ୍ଷର କରିଛନ୍ତି। ଏହି ନିଷ୍ପତ୍ତିଗୁଡ଼ିକ ସେବାର ଭାବନାରେ ପରିପୂର୍ଣ୍ଣ ଏବଂ ମହିଳା, ଯୁବକ, ଚାଷୀ ଏବଂ ଦୁର୍ବଳ ଗୋଷ୍ଠୀ ସମେତ ସମାଜର […]
ଦିଲ୍ଲୀ ଏମ୍ସରେ ହେବ ଏସିଡ୍ ଓ ବର୍ନ ପୀଡ଼ିତଙ୍କ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’
ନୂଆଦିଲ୍ଲୀ: ଏଣିକି ଦିଲ୍ଲୀ ଏମ୍ସର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’ର ସୁବିଧା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଡାକ୍ତରମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇ ସାରିଛି। ଏହି ଅତ୍ୟାଧୁନିକ ଏବଂ ଜଟିଳ […]
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ହେଲା ଉଦ୍ଘାଟନ
ନୂଆଦିଲ୍ଲୀ: ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ, ଏବଂ କ୍ୟାବିନେଟ ସଚିବାଳୟ କୋଠା କମ୍ପ୍ଲେକ୍ସର ନାମ “ସେବା ତୀର୍ଥ”କୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଆଜି […]
୪ ସହର ହେବ କମନ ଇକୋନୋମିକ୍ ଜୋନ୍; ଅନୁ ଗର୍ଗ
ଭୁବନେଶ୍ୱର: ଆଜି ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସେ କହିଛନ୍ତି, ରାଜ୍ୟର ୪ ସହର ଯଥା ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକ କମନ ଇକୋନୋମିକ୍ […]
ବରିଷ୍ଠ କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କାଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ସକାଳ ୯ଟା ୪୫ ମିନିଟ୍ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କା । ମୃତ୍ୟୁ ବେଳକୁ […]
କଟକରେ ଲେଜର୍ ଲାଇଟ୍ ବ୍ୟାନ୍ କଲେ ହାଇକୋର୍ଟ
କଟକ: କଟକରେ ଲେଜର୍ ଲାଇଟ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଏହାସହିତ ରାତି ୧୦ଟା ପରେ ରୋଷଣୀ ମନା ହୋଇଛି । ରୋଷଣୀ ଆଦିରେ ଡିଜେ ବ୍ୟବହାରରେ ମଧ୍ୟ କଟକଣା ଲଗାଇଛନ୍ତି ହାଇକୋର୍ଟ […]
ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର
ଗଞ୍ଜାମ: ବାଲି ବୋଝେଇ ଗାଡ଼ି ଛାଡିବା ପାଇଁ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାର ବେଲାଗୁଣ୍ଠାର ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। […]
