ନୂଆଦିଲ୍ଲୀ: ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ୨୦୧୬ ମସିହାରେ ପାକିସ୍ତାନ ଭିତରେ କରାଯାଇଥିବା ଐତିହାସିକ ‘ସର୍ଜିକାଲ୍ […]
Author: ତେଜସ୍ୱିନୀ
ଏସଆଇଆର ପ୍ରକ୍ରିୟା ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି:ECI
ନୂଆଦିଲ୍ଲୀ: SIR କୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ECI) ଶନିବାର ସ୍ପଷ୍ଟୀକରଣ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ମଧ୍ୟରେ ମତଭେଦ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଆୟୋଗ […]
୯ କୋଟିରୁ ଅଧିକ ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଭୁବନେଶ୍ୱର R&B ବିଭାଗର ୨ କର୍ମଚାରୀ ଗିରଫ
ଭୁବନେଶ୍ୱର: ଭୁବନେଶ୍ବର R&B ଡିଭିଜନ-୧ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର୍ (SO) ବନଲତା ମହାନ୍ତି ଓ ଜୁନିଅର ଆସିଷ୍ଟାଣ୍ଟ ବିଭୂଦତ୍ତ ନାୟକଙ୍କୁ ଗତକାଲି ଭିଜିଲାନ୍ସ ଗିରଫ କରିଛି । ୯.୨୪ କୋଟି ଟଙ୍କାର […]
କଳିଙ୍ଗ ଷ୍ଟାଡିଅମରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ୍ ୨୦୨୬; ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ
ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିଅମଠାରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବସରରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ଟାଟା ଷ୍ଟିଲ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ […]
ପନିର ଅପମିଶ୍ରଣ ଘଟଣାରେ ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ
କଟକ: ନିଆଳି ପନିର ଅପମିଶ୍ରଣ ଘଟଣାରେ ସରକାରଙ୍କ ବଡ଼ ଆକ୍ସନ । କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି ନିର୍ଦ୍ଦେଶ ଦେଲେ ସରକାର । ସେ ନିଆଳି ଅଞ୍ଚଳର ଖାଦ୍ୟ […]
ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ମୃତ
ନାଗାଲାଣ୍ଡ: ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ ଜଣ ପ୍ରାଣ ହରାଇଛନ୍ତି । ୧୯ ଜଣଙ୍କ ଜୀବନ ଯିବା ପରେ ପୋଲିସ ପକ୍ଷରୁ ଗଠନ କରାଯାଇଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ । […]
ପରିବହନ ବିଭାଗର କଠୋର ଆଭିମୁଖ୍ୟ:ମୁକୁଳା ଡ୍ରେନ୍ରେ ମୃତ୍ୟୁ ହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାରେ ଅବହେଳା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ପରିବହନ ବିଭାଗର ଚିଠା ବିଜ୍ଞପ୍ତି ଅନୁଯାୟୀ ତ୍ରୁଟିପୂର୍ଣ୍ଣ ଡିଜାଇନ୍, ଭଙ୍ଗା ସ୍ଲାବ୍ କିମ୍ବା ଖୋଲା […]
ପାରାଦୀପ ବନ୍ଦରକୁ ମିଳିଲା ‘ମେଗା ପୋର୍ଟ’ର ମାନ୍ୟତା
ଭୁବନେଶ୍ୱର: ଭାରତ ସରକାର, ଭାରତୀୟ ବନ୍ଦର ଆଇନ ୨୦୨୫ ଧାରା ୭୩ର ଉପ-ଧାରା(୧) ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ପାରାଦୀପ ବନ୍ଦରକୁ ଆନୁଷ୍ଠାନିକ ଭାବରେ “ମେଗା ବନ୍ଦର” ଭାବରେ ମନୋନୀତ କରିଛନ୍ତି । ଏନେଇ […]
୪୦ ହଜାର ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ
ଯାଜପୁର: ଯାଜପୁର ସବ୍-କଲେକ୍ଟରଙ୍କ କାର୍ଯ୍ୟାଳୟରେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି ପ୍ରସନ୍ନ କୁମାର ସାହାଣୀ । ଜଣେ ବ୍ୟକ୍ତିଙ୍କଠାରୁ ସେ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। […]
ସେପ୍ଟେମ୍ବର ୩୦ରେ ‘ଓଡ଼ିଶା ବନ୍ଦ’ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ […]
