ଚଢଉ ବେଳେ ଫାଇଲ ଉଠାଇନେଇଗଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ପଲିଟିକାଲ କନସଲଟାନ୍ସି ଫାର୍ମ୍ ଆଇ-ପ୍ୟାକର କିଛି କାର୍ଯ୍ୟାଳୟରେ ଚଢଉ ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ଏହାପରେ ଟିଏମସି ନେତ୍ରୀ ମମତା ବାନାର୍ଜୀ ଇଡି ବିରୋଧରେ କାଗଜପତ୍ର ଚୋରି ଅଭିଯୋଗ […]

ଦୁଇଟି ରାଜପଥ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ :ଦୁଇଟି ରାଜପଥ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‍ ମଞ୍ଜୁରି ପ୍ରଦାନ କରିଛନ୍ତି। ସେଗୁଡ଼ିକ ମଧ୍ୟମରେ ୬ ଲେନ୍‍ ବିଶିଷ୍ଟ ନାସିକ୍‍-ସୋଲାପୁର କରିଡର ଏବଂ ଓଡ଼ିଶାର ୩୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ରହିଛି। ଅର୍ଥନୈତିକ […]

୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ, ତିନି ସେନା ପାଇଁ ପ୍ରାୟ ୭୯,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ଏଥିରେ ସ୍ଥଳସେନା ପାଇଁ ଶତ୍ରୁର ଶକ୍ତିଶାଳୀ ଲକ୍ଷ୍ୟକୁ ସଠିକ […]

ବିଦେଶୀ ପୋର୍ଟ ଫୋଲିଓ ନିବେଶକ ମାନେ ଭାରତୀୟ ଇକ୍ୱିଟି ବଜାରରୁ ୧.୫୮ ଲକ୍ଷ କୋଟି ଟଙ୍କା କଲେ ପ୍ରତ୍ୟାହାର

ମୁମ୍ବାଇ:ଚଳିତ ବର୍ଷ ବିଦେଶୀ ପୋର୍ଟ ଫୋଲିଓ ନିବେଶକ ମାନେ ଭାରତୀୟ ଇକ୍ୱିଟି ବଜାରରୁ ୧.୫୮ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ଏହା ଶେୟାର ବଜାର ଇତିହାସରେ ସବୁଠାରୁ ବଡ଼ ପୁଞ୍ଜି ପ୍ରତ୍ୟାହାର […]

୫ ଜାନୁୟାରୀରୁ କଂଗ୍ରେସ କରିବ “ମନରେଗା ବଞ୍ଚାଅ ଅଭିଯାନ”

ନୂଆଦିଲ୍ଲୀ: ମନରେଗା ଯୋଜନା ବଦଳରେ କେନ୍ଦ୍ର ସରକାର ଆଣିଥିବା ଭିବି ଜି-ରାମ-ଜି ଯୋଜନାକୁ ନେଇ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଥିଲା । ବୈଠକ ପରେ ମଲ୍ଲିକାର୍ଜୁନ କହିଛନ୍ତି ଯେ ମନରେଗାକୁ ହଟାଇ ଭିବି ଜି-ରାମ-ଜି […]

ଓଡିଶା ଆସିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାଙ୍କ ପରିବାର ସହ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ବର ଏୟାରପୋର୍ଟରେ ଅବତରଣ ପରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବିଷୟରେ […]

ଦୁବାଇ ବଜାରରେ ବିକ୍ରି ହେବ ଓଡିଶାର ପନିପରିବା

ଭୁବନେଶ୍ୱର: ଏଥର ଓଡ଼ିଶା ରସୁଣ ଓ ବିନ୍ସର ସ୍ୱାଦ ମିଳିବ ଦୁବାଇରେ । ରସୁଣ ଏବଂ ଫ୍ରେଞ୍ଚ ବିନ୍ସ ବ୍ୟତୀତ, ସେମାନେ ଓଡ଼ିଶାର ସବୁଜ ପନିପରିବା ଯେପରିକି ପୋଟଳ, ଅମୃତଭଣ୍ଡା ଏବଂ ଆଳୁର ମଧ୍ୟ […]

ହର୍ବାଲ ଟି’କୁ ଚା’ କହି ବିକିବା ବେଆଇନ ବୋଲି ଘୋଷଣା କଲା FSSAI

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଏବେ ଚା’ର ନାମ ବ୍ୟବହାର ଉପରେ ନିୟମ ଲାଗୁ କରିଛନ୍ତି l ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ସ୍ପଷ୍ଟ କରିଛି ଯେ,ଚା’ କେବଳ ସେହି ଉତ୍ପାଦକୁ କହିହେବ […]

ଭାରତୀୟ ସେନାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ଅନୁମତି ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତୀୟ ସେନାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଥିବା ପ୍ରତିବନ୍ଧକରେ ପରିବର୍ତନ କରି ସୋସିଆଲ୍ ମିଡ଼ିଆ ବ୍ୟବହାର ପାଇଁ ଅନୁମତି ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏବେ ସେନା, ସୈନିକ ଏବଂ ଅଧିକାରୀମାନେ […]

ସାନ୍ତାଳୀ ଭାଷାରେ ସମ୍ବିଧାନ ଉନ୍ମୋଚନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ସମ୍ବିଧାନ ଜାରି କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ। […]