ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ, ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିଲା । ଫଳରେ ପ୍ରାୟ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ […]
Category: ଦେଶ
ପୋଲିସ ଜାଲରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ ମଣ୍ଡଳ
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଇ ଆସୁଥିବା ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଟପ୍ କ୍ୟାଡର ମାଓବାଦୀ ଅସୀମ ମଣ୍ଡଳ ଓରଫ୍ ଆକାଶ ଶେଷରେ ପୋଲିସ ଜାଲରେ ପଡ଼ିଛନ୍ତି। ପୂର୍ବ ମେଦିନୀପୁର […]
ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ବିଏସଏଫ୍ ଆଇଜି ଦାୟିତ୍ୱ
ନୂଆଦିଲ୍ଲୀ: ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ସିଆରପିଏଫ ଆଇଜି ଥିବା ବେଳେ ତାଙ୍କୁୁ ବିଏସଏଫ୍ ଆଇଜି ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯାଇଛି। ଏହି […]
TMC ର ନାମ ଏବଂ ଚିହ୍ନର ବ୍ୟବହାର ଉପରେ ରୋକ ଲଗାଇଲେ ଇସି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଦଳର ଦୁଇ ପ୍ରତିଦ୍ୱନ୍ଦ୍ୱୀ […]
‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ‘ଯଶୋଭୂମି’ଠାରେ ଅନୁଷ୍ଠିତ ଗ୍ଲୋବାଲ୍ ଇଭେଣ୍ଟ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ […]
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମଦିନ:ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଦୃଢ଼ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନରେନ୍ଦ୍ର ମୋଦ ନିଜ ଜୀବନର ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ‘ସବକା ସାଥ୍, ସବକା […]
ଅନନ୍ତ ନାଗଙ୍କୁ ମିଳିବ ଦାଦାସାହେବ ଫାଲକେ ଆୱାର୍ଡ:ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଉଲ୍ଲେଖନୀୟ ଓ ଅତୁଳନୀୟ ଯୋଗଦାନ ପାଇଁ ପ୍ରତିବର୍ଷ ଜଣେ ବିଶିଷ୍ଟ କଳାକାରଙ୍କୁ ‘ଦାଦାସାହେବ ଫାଲକେ ପୁରସ୍କାର’ରେ ସମ୍ମାନିତ କରାଯାଇଥାଏ। ଏହାକୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଭାବେ ଗ୍ରହଣ […]
ନୂଆ ସେନ୍ସର ବୋର୍ଡ ଗଠନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ନୂଆ ସେନ୍ସର ବୋର୍ଡ ଗଠନ କରିଛନ୍ତି କେନ୍ଦ୍ର ସରକାର l ଏହାର କାର୍ଯ୍ୟକାଳ ତିନି ବର୍ଷ କିମ୍ବା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ରହିବ । ନୂତନ ସିବିଏଫସି ବୋର୍ଡରେ ଚଳଚ୍ଚିତ୍ର, ଟେଲିଭିଜନ, ସଙ୍ଗୀତ, […]
ମଣିପୁରରେ ହିଂସାକାଣ୍ଡ :ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ
ଇମ୍ଫାଲ: ମଣିପୁରରେ ପୁଣିଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି l ଅଜ୍ଞାତ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଫାର୍ମହାଉସ୍ ଏବଂ ବାସଗୃହ ନିଆଁରେ ଜଳି ଯାଇଛି […]
ଗୁରୁଗ୍ରାମ ହିଟ୍ ଆଣ୍ଡ ରନ୍ ଘଟଣାରେ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ଗୁରୁଗ୍ରାମ ରାଜରାସ୍ତାରେ ଜଣେ ମହିଳା ବାଇକରଙ୍କୁ ପିଛା କରି ଧକ୍କା ଦେଇଥିବା କାର୍ ଡ୍ରାଇଭର କଲ୍ୟାଣ ବୈସଂଲା ଗିରଫ। ତାଙ୍କୁ ରାଜସ୍ଥାନ ଦଉସାରୁ ପୁଲିସ୍ ଗିରଫ କରିଛି। ଗୁରୁଗ୍ରାମରେ ଘଟିଥିବା ଏହି ହିଟ୍ […]
