ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ କକ୍ରୋଚ୍ ଜନତା ପାର୍ଟି ର ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଫିସରଙ୍କୁ ବଦଳି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ସଚିବ […]
Category: ଦେଶ
ୟୁକ୍ରେନ୍ରେ ଭୟଙ୍କର ମିସାଇଲ୍ ମାଡ଼, ୪ ଭାରତୀୟ ନାବିକ ମୃତ
ନୂଆଦିଲ୍ଲୀ: ୟୁକ୍ରେନ୍ ର ଓଡେସା ବନ୍ଦରରୁ ବାହାରୁଥିବା ଏକ ବ୍ୟାବସାୟିକ ମାଲବାହୀ ଜାହାଜ ‘MV Golden Leo’ ଉପରେ ଜୁଲାଇ ୧୯ ସନ୍ଧ୍ୟାରେ ଏକ ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି । ଏହି ଦୁର୍ଭାଗ୍ୟଜନକ […]
ସିଜେପି ସମର୍ଥକଙ୍କ ଉପରେ ଲାଠିଚାର୍ଜକୁ ନେଇ ମୋଦିଙ୍କୁ କଡା ସମାଲୋଚନା କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ସୋସିଆଲ ମିଡିଆ Xରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଭାରତର ଇତିହାସରେ ସବୁଠାରୁ ଯୁବ ବିରୋଧୀ ପ୍ରଧାନମନ୍ତ୍ରୀ । ସେ ଏତେ ଯୁବ ବିରୋଧୀ ଯେ, […]
ପୋଲିସ ମୁଖ୍ୟାଳୟରେ ତ୍ରିପୁରା ଡିଜିପି ଅନୁରାଗ ଧନଖଡଙ୍କ ମୃତ୍ୟୁ
ଅଗରତାଲା: ତ୍ରିପୁରା ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅନୁରାଗ ଧନଖଡଙ୍କ ମୃତ୍ୟୁ ଘଟିଛି | ମୃତ ଦେହ ପୋଲିସ ମୁଖ୍ୟାଳୟରେ ମିଳିଥିବା ଜଣା ପଡିଛି । ଡିଜିପିଙ୍କୁ ତୁରନ୍ତ ଅଗରତାଲା ସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ତ […]
‘ଫିଫା-୨୦୨୬’ ଚାମ୍ପିଅନ୍ ହେଲା ସ୍ପେନ୍
ୱାସିଂଟନ: ରବିବାର ନ୍ୟୁ ୟର୍କର ମେଟ୍ ଲାଲଫ ଷ୍ଟାଡ଼ିୟମରେ ଅନୁଷ୍ଠିତ ମେଗା ଫିଫା ବିଶ୍ୱକପ୍ ୨୦୨୬ ର ଫାଇନାଲ୍ ମ୍ୟାଚରେ ସ୍ପେନ୍, ୨୦୨୨ ର ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ […]
ରାମ ଜନ୍ମଭୂମି ଦାନ ମାମଲା: ସୁପ୍ରିମକୋର୍ଟରେ ନିର୍ମୋହୀ ଆଖଡ଼ାର ଅଭିଯୋଗ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନରେ ନିର୍ମୋହୀ ଆଖଡ଼ା ଏକ ନୂତନ ଟ୍ରଷ୍ଟ ଗଠନ ଏବଂ ଟ୍ରଷ୍ଟରେ ପ୍ରତିନିଧିତ୍ୱ ବୃଦ୍ଧି କରିବାକୁ ଦାବି କରିଛି। ଏହା ବ୍ୟତୀତ ନିର୍ମୋହୀ ଆଖଡ଼ା ସମସ୍ତ ଟ୍ରଷ୍ଟର ଆକାଉଣ୍ଟର […]
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା :ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ପୁରସ୍କୃତ
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ସିନେମା ଜଗତର ବିଭିନ୍ନ ଭାଷା ଓ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଉତ୍କୃଷ୍ଟ […]
ନୂଆଦିଲ୍ଲୀରେ ‘ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ–୨୦୨୬’, ଓଡ଼ିଶାରୁ ୯ ସାମ୍ବାଦିକଙ୍କ ଯୋଗଦାନ
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ (IIIDEM) ଠାରେ ‘ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ–୨୦୨୬’ ଅନୁଷ୍ଠିତ ହୋଇଛି। ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶାରୁ ୯ ଜଣ ବରିଷ୍ଠ […]
ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟର ଉତ୍କ୍ଷେପଣ, ମହାକାଶକୁ ଗଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ଲେଖା ବାର୍ତ୍ତା
ଶ୍ରୀହରିକୋଟା: ହାଇଦ୍ରାବାଦସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ ଭାବେ ବିକଶିତ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍କ୍ଷେପଣ କରିଛି । ରକେଟ୍ଟିକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ କରାଯାଇଛି […]
ନାଗରିକତ୍ୱ ସ୍ଥିର କରିପାରିବେନି ନିର୍ବାଚନ କମିଶନ:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟୀକରଣ କରିଛନ୍ତି ଯେ କୌଣସି ବ୍ୟକ୍ତି ଭାରତର ନାଗରିକ କି ନୁହେଁ, ତାହା ସ୍ଥିର କରିବା ନିର୍ବାଚନ କମିଶନଙ୍କ ଅଧିକାର ଭିତରେ ଆସେ ନାହିଁ। […]
