ଦୁବାଇ ନିବେଶ ଅଭିଯାନରେ ଓଡ଼ିଶାକୁ ୨.୪୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ତିନିଦିନିଆ ଉଚ୍ଚସ୍ତରୀୟ ପୁଞ୍ଜିନିବେଶ ଅଭିଯାନ ଶେଷ ହୋଇଛି। ଏହି ଗସ୍ତକାଳରେ ରାଜ୍ୟକୁ ମୋଟ ୨ ଲକ୍ଷ ୪୩ହଜାର ୧୬୨ କୋଟି ଟଙ୍କାର ବିଶାଳ ପୁଞ୍ଜିନିବେଶ […]

ଉପମୁଖ୍ୟମନ୍ତ୍ରୀଙ୍କ ପଦ ବିରୋଧରେ ଜନସ୍ୱାର୍ଥ ମାମଲା: ପିଟିସନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ବର: ସମ୍ବିଧାନରେ ‘ଉପମୁଖ୍ୟମନ୍ତ୍ରୀ’ ପଦ ନେଇ କୌଣସି ବ୍ୟବସ୍ଥା ନାହିଁ । ଏହା ସତ୍ତ୍ଵେ ଓଡ଼ିଶାରେ ଦୁଇଟି ‘ଉପମୁଖ୍ୟମନ୍ତ୍ରୀ’ ପଦ ସୃଷ୍ଟି କରାଯାଇଛି । ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଦାଏର ପିଟିସନ୍‌କୁ […]

ହ୍ୱାଟସଆପ୍ ରେ ମିଳିବ ଓଡ଼ିଶା ପୁଲିସର ୧୪ଟି ସେବା

ଭୁବନେଶ୍ୱର: ଅତ୍ୟାବଶ୍ୟକୀୟ ସେବା ପାଇଁ ସାଧାରଣ ଲୋକଙ୍କୁ ଆଉ ବାରମ୍ବାର ଥାନାକୁ ଯିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବ ଓଡ଼ିଶା […]

ୟୁନିଟ୍-୧ ହାଟରେ ବୁଲିଲା ବିଏମ୍‌ସିର ବୁଲ୍‌ଡୋଜର୍

ଭୁବନେଶ୍ୱର: ରାଜଧାନୀର ୟୁନିଟ୍-୧ ହାଟ ନିକଟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କଡ଼ା ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାରୀ ଜମିରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଭେଣ୍ଡିଂ ଜୋନ୍‌କୁ ବିଏମ୍‌ସି ଟିମ୍ ସମ୍ପୂର୍ଣ୍ଣ […]

ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ:

ଭୁବନେଶ୍ୱର: ହର୍ଣ୍ଣ ମାରିବାକୁ ନେଇ ରାଜଧାନୀରେ ତୁମୁଳ କାଣ୍ଡ । ଗାଡ଼ିର ହର୍ଣ୍ଣ ମାରିବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଏକ ବିବାଦ ଉଗ୍ର ରୂପ ନେଇଥିଲା। ଗାଡ଼ି ସାଇଡ୍ କରିବାକୁ ହର୍ଣ୍ଣ ବଜାଇବାରୁ […]

ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର

ବାରିପଦା: ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପୁରୀ ଜିଲ୍ଲାର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ଭୁବନେଶ୍ୱର ପ୍ରଶାନ୍ତ ପ୍ରଧାନ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଡିଟ୍ କାର୍ଯ୍ୟ ଶେଷ କରି […]

ପାରାଦୀପ ବନ୍ଦରର ୨ଟି ବର୍ଥର ପରିଚାଳନା ଦାୟିତ୍ୱ ନେଲା ଆଦାନୀ ଗ୍ରୁପ୍

ଭୁବନେଶ୍ୱର: ଆଗାମୀ ୩୦ବର୍ଷ ପାଇଁ ଦେଶର ଦ୍ୱିତୀୟ ସର୍ବବୃହତ୍ ପାରାଦୀପ ବନ୍ଦରର ୨ଟି ବର୍ଥର ପରିଚାଳନା ଦାୟିତ୍ୱ ନେଇଛି ଆଦାନୀ ଗ୍ରୁପ୍। ବିଡିଂ ପ୍ରକ୍ରିୟାରେ ସର୍ବାଧିକ ବିଡିଂଧାରୀ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ […]

ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ କ୍ଲାସରୁମରେ ବନ୍ଦ କଲେ ପ୍ରଧାନ ଶିକ୍ଷକ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଅମ୍ବୁରା ପ୍ରାଥମିକ ବିଦ୍ୟାଳୟର ଅଫିସ ରୁମ ଭିତରେ ଚାଲିଛି ମଦ ସହ ମାଛ ଭାତର ଆସର । ଏହି ମଦ ନିଶା ପ୍ରଧାନ ଶିକ୍ଷକଙ୍କୁ […]

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ: ACFସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଟ୍ରାଏଲ କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତିରୁ ଛାଡ଼ ଓ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି […]

ଆଇନ ଉଲ୍ଲଂଘନ କରି ଅଡୁଆରେ ବଡ଼ଗଡ଼ ପୋଲିସ ବାବୁ; ହାଇକୋର୍ଟ ରୁ ନୋଟିସ୍‌

କଟକ: ଆଇନ ଉଲ୍ଲଂଘନ ଓ ବେଆଇନ ଗିରଫଦାରୀ ଅଭିଯୋଗରେ ବଡ଼ଗଡ଼ ଥାନା ଅଧିକାରୀଙ୍କୁ ହାଇକୋର୍ଟରୁ ନୋଟିସ୍ । ୭ ବର୍ଷରୁ କମ୍‌ ଜେଲଦଣ୍ଡ ବ୍ୟବସ୍ଥା ଥିବା ଦଫାରେ ରୁଜୁ ମାମଲାରେ ଭାରତୀୟ ନାଗରିକ ସୁରକ୍ଷା […]