ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କେନ୍ଦ୍ର ଏଣିକି ଗୋଟିଏ ସ୍ଥାନରେ ରହିବ। ପ୍ରାୟ ୭୧.୧୩ ଏକର ଜମିରେ […]
Category: ରାଜ୍ୟ
ନିଃସ୍ୱାର୍ଥ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ
ଭୁବନେଶ୍ୱର: ଭୂବନେଶ୍ୱର ଉପକଣ୍ଠ କେଶୁରା, ଆଶୁତୋଷ ନଗର ସ୍ଥିତ କମ୍ୟୁନିଟି ହଲ ଠାରେ “ନିଃସ୍ୱାର୍ଥ ଦାତବ୍ୟ ଟ୍ରଷ୍ଟ” ଆନୁକୂଲ୍ୟ ରେ ସକାଳ 10 ଘଟିକା ସମୟରେ ଏକ ସାମାଜିକ ତଥା ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ […]
ସମ୍ବଲପୁରବାସୀଙ୍କ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର: ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର […]
ସରପଞ୍ଚଙ୍କ ପାଇଁ ଓଡ଼ିଆ ପଢ଼ିବା ଓ ଲେଖିବା ଜରୁରୀ: ହାଇକୋର୍ଟଙ୍କ ରାୟ
କଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ । […]
ଚାର୍ଟର୍ ବିମାନ ଦୁର୍ଘଟଣାର ହେବ ତଦନ୍ତ
ଭୁବନେଶ୍ୱର: ଚାର୍ଟର୍ ବିମାନ ଦୁର୍ଘଟଣାକୁ ନେଇ ‘ମେ ଡେ’ କଲ୍ କରିଥିଲେ ବୋଲି କହିଛନ୍ତି ନିର୍ଦ୍ଦେଶକ । ନିର୍ଦ୍ଦେଶକଙ୍କ ସୂଚନା ଅନୁଯାଇ ଚାର୍ଟର୍ ବିମାନ (VT-KSS) ଅପରାହ୍ନ ୧୨:୨୭ ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ […]
ରାଉରକେଲାରେ ବିମାନ ଦୁର୍ଘଟଣା
ରାଉରକେଲା: ରଘୁନାଥପାଲିରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ। ଜରୁରୀ ଅବତରଣ ବେଳେ କଂସର ଅଞ୍ଚଳରେ ବିମାନ କ୍ରାସ୍। ପାଇଲଟଙ୍କ ସହ ୬ ଗୁରୁତର। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, […]
ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ଵର : ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ରାସନ କାର୍ଡରେ ଥିବା ସଦସ୍ୟଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ଲୁଚାଇ ପିଡିଏସ ସାମଗ୍ରୀ ଉଠାଇଲେ ଦେଢଗୁଣା ଅର୍ଥ ଆଦାୟ କରାଯିବ। […]
ବିଜେପି ପାଳୁଛି ‘ସୋମନାଥ ସ୍ୱାଭିମାନ ପର୍ବ’: ଶ୍ରୀଲିଙ୍ଗରାଜଙ୍କ ପାଖରେ ଜଳିଲା ୧୦୦୦ ଦୀପ
ଭୁବନେଶ୍ୱର: ୧୦୨୬ ମସିହାରେ ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଅନୁଷ୍ଠିତ ହୋଇଛି । ସୋମନାଥ ସ୍ୱାଭିମାନ ପର୍ବ ଭାରତୀୟ ସଭ୍ୟତାର ଅଦମ୍ୟ […]
ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ: ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଭକ୍ତ ନିବାସ ପାର୍କିଂ ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ […]
ଆସନ୍ତା କାଲି ବୁର୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ୍ତା ୧୦ ତାରିଖ ଅର୍ଥାତ ଶନିବାର ମଧ୍ୟାହ୍ନ ୩ଟାରେ ବୁର୍ଲା ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିବା ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ସେଠାରେ ଆୟୋଜିତ ସାଧାରଣ […]
