ମହିଳା ଡ୍ରାଇଭର ଚଲାଇବେ ‘ଆମ ବସ’, ଦିଆଯିବ ତାଲିମ

ଭୁବନେଶ୍ୱର: ଆମ ବସ୍‌ ଚଲାଇବେ ମହିଳା । ଏଥିପାଇଁ ସେମାନଙ୍କୁ ପୁନେରେ ତାଲିମ ଦିଆଯିବ । ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ୨୦ ଜଣ ମହିଳା ଇ-ବସ୍‌ […]

ନବୀନ ନିବାସରେ ବସିଲା ବିଜେଡିର ବଡ ବୈଠକ

ଭୁବନେଶ୍ୱର: ନବୀନ ନିବାସରେ ବସିଛି ବିଜେଡି ଦଳର ବଡ ବୈଠକ । ଏହି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ନିକଟରେ ଦଳ […]

ବଢ଼ିଲା ୩୨୨ ନର୍ସିଂ ଅଫିସର ପଦ, ନିଯୁକ୍ତି ବିଜ୍ଞପ୍ତିକୁ ଅପେକ୍ଷା

କଟକ: ଦୀର୍ଘ ବର୍ଷ ହେବ ଶିଶୁଭବନରେ ନର୍ସିଂ ଅଫିସର ଅଭାବକୁ ନେଇ ଯେଉଁ ସମସ୍ୟା ଲାଗି ରହିଥିଲା ତାହା ଦୂର ହେବ । ୩୨୨ ନୂତନ ନର୍ସିଂ ଅଫିସର ପଦ ସୃଷ୍ଟି ନେଇ ଶିଶୁଭବନ […]

ରାଜ୍ୟରେ ପ୍ରଥମ ଥର ଜେଲରେ ଲାଗିଲା AI କ୍ୟାମେରା

ଭୁବନେଶ୍ୱର: ଢେଙ୍କାନାଳ ଜେଲରେ ସଫଳ ହେଲା AI କ୍ୟାମେରା ପରୀକ୍ଷଣ । ରାଜ୍ୟରେ ପ୍ରଥମ ଥର ପାଇଁ ଜେଲରେ ଲାଗିଲା AI କ୍ୟାମେରା । ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲରେ ଲଗାଇବାକୁ ଯୋଜନା । […]

ଯୋରନ୍ଦା ମହିମା ମନ୍ଦିରରେ ହେବ ନୂଆ ସୁଉଚ୍ଚ ଭବ୍ୟ ମନ୍ଦିର

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମହିମା ମନ୍ଦିରର ଉନ୍ନତିକରଣ ନେଇ ଆଲୋଚନା ହୋଇଛି। ନୂଆ ପ୍ଲାନ ଅନୁଯାୟୀ, ମହିମା ମନ୍ଦିର ବା ଶୂନ୍ୟ ମନ୍ଦିର […]

ପଥର ଖଣି ଖାଦାନକୁ ନେଇ ବ୍ୟବସାୟୀଙ୍କୁ ଗୁଳି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି-ପରିଛକ ରାସ୍ତାର ଦଲକ ଗାଁ ନିକଟରେ ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ରେ ଜାମୁଝରୀ ଗାଁର ବ୍ୟବସାୟୀ ବାସୁଦେବ ପରିଡ଼ାଙ୍କ ମୃତ୍ୟୁ ଘଟିଛି। ତାଙ୍କର ଛାତି ଓ […]

ଭୁବନେଶ୍ଵର ୧ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ଵର: ଜଳିପୋଡ଼ି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଭୁବନେଶ୍ଵର ୧ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। । ବିଏମସି ମେୟର ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଖବର ଅନୁଯାୟୀ, […]

ଜମି ବିବାଦ କୁ ନେଇ ପୋଲିସ ଆଗରେ ଗୁଳି ଚାଳନା : ବାରଙ୍ଗ

ବାରଙ୍ଗ: ତ୍ରିଶୂଳିଆ ଛକ ନିକଟ କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି । ଜମିଜମା ବିବାଦକୁ କେନ୍ଦ୍ରକରି ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ୨ଟା ରେ […]

ନେତାଜୀଙ୍କ ଜନ୍ମ ଜୟନ୍ତୀରେ ଯୋଗଦେବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌

ଭୁବନେଶ୍ୱର: କଟକ ଆସିବେ ଉପ ରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ଜାନୁଆରୀ ୨୩ ତାରିଖରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ […]

କୋଲକାତାରୁ ଓଡ଼ିଶା ଆସିବ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି

ଭୁବନେଶ୍ଵର: କୋଲକାତାରେ ଅନୁଷ୍ଠିତ ଓଡ଼ିଶା ନିବେଶକଙ୍କ ସାକ୍ଷାତ ରୋଡଶୋରେ ଆସିଲା ବଡ଼ ନିବେଶ। ଏହି ସମ୍ମିଳନୀ ସମୟରେ ୮୧ ହଜାର ୮୬୪ କୋଟି ଟଙ୍କାର ନିବେଶ ସମ୍ଭାବନା ସହିତ ୨୭ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି।  ୬୩,୧୬୧ରୁ […]