ଭୁବନେଶ୍ୱର: ରାଉରକେଲା ବିମାନ କ୍ରାସ ଘଟଣାରେ ଗୁରୁତର ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ମୃତ । ଶନିବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଶାନ୍ତ […]
Category: ରାଜ୍ୟ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ
କଟକ: ଆଗାମୀ ପଞ୍ଚାୟତ ଏବଂ ସହରାଞ୍ଚଳ ପରିଷଦ ସାଧାରଣ ନିର୍ବାଚନ ନିମନ୍ତେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଆଦି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କେନ୍ଦ୍ରାଞ୍ଚଳ ରାଜସ୍ବ ଅଧୀନ ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସମ୍ମିଳନୀ […]
ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା
ପୁରୀ :ଆଉ ଶ୍ରୀ ମନ୍ଦିର ଭିତରେ ମନ ଇଛା ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ। ମୋବାଇଲ ବ୍ୟବହାର ଉପରେ ଲାଗିଲା କଟକଣା lଯଦି କଥାବାର୍ତ୍ତା କରିବା ପାଇଁ ଦରକାର, ତାହେଲେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ […]
ସ୍କୁଲରେ ଶିକ୍ଷୟିତ୍ରୀ ଲହୁଲୁହାଣ
ବୁର୍ଲା: ବୁର୍ଲା ଅପର ପ୍ରାଇମେରୀ ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାରପିଟ୍ ହେବା ପରେ ଲହୁ ଲୁହାଣ ହେବାର ଭିଡିଓ ଭାଇରାଲ ହୋଇଛି। କିର୍ବା ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ […]
ଆସନ୍ତା ବର୍ଷ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ସହିତ ପଞ୍ଚମ ଯାଏଁ ମାତୃଭାଷା ବାଧ୍ୟତାମୂଳକ
ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷ(୨୦୨୬-୨୭)ରୁ ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା(ଓଏସ୍ସିଏଫ୍) ଉପରେ ଆଧାରିତ ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ। ରାଜ୍ୟର ୧ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମର […]
କ୍ୟାପିଟାଲ ହସ୍ପିଟାଲ ରେ ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଶୁକ୍ରବାର ଅପରାହ୍ନରେ ଚିକିତ୍ସା ନମିଳିବାରୁ ରୋଗୀଙ୍କ ସହିତ ଆସିଥିବା ଜଣେ ସମ୍ପର୍କୀୟ ଡାକ୍ତରଙ୍କ ସହିତ ଆଟେଣ୍ଡାଣ୍ଟଙ୍କୁ ଆକ୍ରମଣ କରିଛନ୍ତି ।ସୂଚନାମୁତାବକ, ଅର୍ଥୋପେଡ଼ିକ ଡାକ୍ତରଙ୍କୁ ଦେଖାଇବାକୁ […]
ନବୀନ ନିବାସ ରେ ନବୀନ ଙ୍କୁ ଭେଟିଲେ ଅଖିଳେଶ ଯାଦବ
ଭୁବନେଶ୍ୱର: ଶୁକ୍ରବାର ଦିନ ଅପରାହ୍ନରେ ନବୀନ ନିବାସରେ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଅଖିଳେଶ ଯାଦବ। ଉଭୟ ନେତାଙ୍କ ମଧ୍ୟରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଦୀର୍ଘ ସମୟ ଆଲୋଚନା ହୋଇଛି ।ସମାଜବାଦୀ […]
ଚାକିରି ଆଶାୟୀଙ୍କୁ ଆଶ୍ବସ୍ତି ଆଉ ଦବାକୁ ପଡ଼ିବନି NOC
ଭୁବନେଶ୍ୱର: GA & PG ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବ ନାହିଁ । ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି […]
ଆସନ୍ତା କାଲି କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ୍ ର ଶେଷ ପର୍ଯ୍ୟାୟ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୧୭ ତାରିଖରୁ ପୁରୁଷ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ) ର ଶେଷ ପର୍ଯ୍ୟାୟ ଖେଳାଯିବ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦଳମାନେ ବି ପହଞ୍ଚି ସାରିଛନ୍ତି । […]
ଦଳୀୟ ବିଧାୟକଙ୍କୁ ଟାସ୍କ ଦେଲେନବୀନ
ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ଡାକି ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ଆଉ ସେମାନଙ୍କଠାରୁ ଲୋକଙ୍କ ସମସ୍ୟା ବୁଝି ତା’ର ସମାଧାନ ପାଇଁ ବିଧାୟକଙ୍କୁ ଦେଇଛନ୍ତି ଟାସ୍କ […]
