ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୫ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କର ଜନ୍ମଦିନରେ ବିଶ୍ୱର କୋଣଅଣୁକୋଣରୁ ଶୁଭେଚ୍ଛାର ବାର୍ତ୍ତା ଆସୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟେଲିଫୋନ୍ ଓ ସାମାଜିକ ଗଣମାଧ୍ୟମରେ ବିଶ୍ୱର ବିଶିଷ୍ଟ ଲୋକେ […]
Month: September 2025
ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ହେଲା ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ପୂର୍ବରୁ ମଙ୍ଗଳବାର ଦିନ ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ପ୍ରତିକ୍ରିୟା ଦେଇ କହିଛନ୍ତି, “ବାଚସ୍ପତି […]
ପତଞଳି ଯୋଗ କେନ୍ଦ୍ର ଉଦଘାଟିତ
କଟକ:ଯୋବ୍ରା ସତ୍ୟ ନାରାୟଣ ସାଇ ମନ୍ଦିର ପ୍ରାଙ୍ଗଣରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ପତଞଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଶିଶିର ଜେନା ଓ ଏ ପ୍ରକାଶ ରାଓଙ୍କ ଦ୍ବାରା ନୂତନ […]
ସଚିବାଳୟ କ୍ୟାଡର୍ ସହ ସମାନ ହେବେ ଓପିଏସ୍ସି କର୍ମଚାରୀ
କଟକ: ସଚିବାଳୟ କ୍ୟାଡର୍ ସହ ସମାନ ହେବେ ଓପିଏସ୍ସି କର୍ମଚାରୀ, କାରଣ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି)ର କର୍ମଚାରୀଙ୍କ କାମ ରାଜ୍ୟ ସଚିବାଳୟ କର୍ମଚାରୀଙ୍କଠାରୁ କିଛି କମ୍ ନୁହେଁ। ଓପିଏସ୍ସି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା […]
ପ୍ରଦୂଷଣ ରୋକିବା ପାଇଁ ସରକାର ଆରମ୍ଭ କରିବେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP)ର ସଫଳତା ପରେ, ଓଡ଼ିଶା ସରକାର ରାଜ୍ୟର ୧୨ଟି ସହରକୁ ନେଇ ଏକ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (SCAP) ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସହରଗୁଡ଼ିକ […]
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୯୧୩ଟି ନବନିର୍ମିତ ଅଙ୍ଗନୱାଡିର ଉଦଘାଟନ କଲେ
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ ଟି, ବାଲେଶ୍ୱରର ୭୭, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର […]
ବହିଷ୍କୃତ ହେଲେ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଧ୍ୟାପକ
ଜଗତସିଂହପୁର: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଧ୍ୟାପକଙ୍କୁ ଜଗତସିଂହପୁର ଉପ ଜିଲ୍ଲାପାଳ ବହିଷ୍କାର କରିଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜରେ ୭ବର୍ଷ ଧରି କମର୍ସ ଅଧ୍ୟାପକ ଭାବେ ସନ୍ତୋଷ କୁମାର ଶତପଥି କାର୍ଯ୍ୟ […]
କୁଚିଣ୍ଡା ତହସିଲଦାର ନିଲମ୍ବିତ
ଭୁବନେଶ୍ୱର: ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଜମି ବିବାଦ ମାମଲା ହେରଫେର ଅଭିଯୋଗରେ ନିଲମ୍ବିତ କରାଯାଇଛି । ରାଜେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମିତାଲି ତାଙ୍କ […]
ଶ୍ମଶାନକୁ ଆସିଥିବା ଶବ ଜୁଇ ଜଳିବା ଆଗରୁ ଜୀବନ୍ତ ହେଲା
ପୁରୀ: ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ଘଟଣା ଜଣାପଡିବା ପରେ ସବୁଠି ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାଇ, ସମ୍ପୃକ୍ତ ବୃଦ୍ଧାଙ୍କ ନାମ ହେଉଛି ପି.ଲକ୍ଷ୍ମୀ ଏବଂ ତାଙ୍କ ବୟସ ୮୫ […]
୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ ଆବେଦନ
ପୁରୀ: ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପକ୍ରିୟା। ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା […]
