ବିଦେଶୀ ପୋର୍ଟ ଫୋଲିଓ ନିବେଶକ ମାନେ ଭାରତୀୟ ଇକ୍ୱିଟି ବଜାରରୁ ୧.୫୮ ଲକ୍ଷ କୋଟି ଟଙ୍କା କଲେ ପ୍ରତ୍ୟାହାର

ମୁମ୍ବାଇ:ଚଳିତ ବର୍ଷ ବିଦେଶୀ ପୋର୍ଟ ଫୋଲିଓ ନିବେଶକ ମାନେ ଭାରତୀୟ ଇକ୍ୱିଟି ବଜାରରୁ ୧.୫୮ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ଏହା ଶେୟାର ବଜାର ଇତିହାସରେ ସବୁଠାରୁ ବଡ଼ ପୁଞ୍ଜି ପ୍ରତ୍ୟାହାର […]

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପୀଠ

ଭୁବନେଶ୍ୱର:ଗତ ୫ ଦିନ ହେବ ଭରତପୁର ଜଙ୍ଗଲରୁ ୭ଟିକିଆ ହାତୀ ପଲ ଶିଖରଚଣ୍ଡୀ ମୁଣ୍ଡିଆକୁ ପଳାଇ ଆସିଥିଲେ । ସେମାନଙ୍କ ମଧ୍ୟରୁ ୨ଟି ହାତୀ ମୁଣ୍ଡିଆ ଉପରେ ରହି ଯାଇଥିଲେ। ବନ ବିଭାଗର ଉଦ୍ୟମ […]

ଉନ୍ନାଓ ଦୁଷ୍କର୍ମ ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଜାମିନ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ […]

ରଘୁରାଜପୁର ଶିଳ୍ପୀମାନଙ୍କର କଳାକୃତି କୁ ପ୍ରଶଂସା କଲେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ରବିବାର ଦିନ କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରି ସେଠାକାର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ନିଖୁଣ ପଟ୍ଟଚିତ୍ର, ଟସର ଓ କାଠ […]

ନୂଆବର୍ଷ ପାଇଁ ମଧ୍ୟରାତ୍ରରେ ଶ୍ରୀମନ୍ଦିର ନଖୋଲିବାକୁ ଅପିଲ୍ କଲେ SJTA ସଦସ୍ୟ, ଗଜପତିଙ୍କୁ ଲେଖିଲେ ଚିଠି

ପୁରୀ: ଇଂରାଜୀ ନବ ବର୍ଷ ପାଇଁ ଡିସେମ୍ବର ୩୧ତାରିଖ ମଧ୍ୟରାତ୍ରରେ ଶ୍ରୀ ମନ୍ଦିର ଖୋଲାଯିବାକୁ ନେଇ ଆପତ୍ତି ଉଠାଇଛନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟି (SJTA) ସଦସ୍ୟ ମହେଶ କୁମାର ସାହୁ । ଏହି […]

ଦେଶରେ ପ୍ରେରଣାର ଉତ୍ସ ପାଲଟିଲେ ପାର୍ବତୀ ଗିରି

ଭୁବନେଶ୍ୱର: ଓଡିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ପ୍ରଶଂସା କରି ପ୍ରେରଣା ବୋଲି କହିଛନ୍ତି ମୋଦି । ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ୧୬ ବର୍ଷରେ ପାର୍ବତୀ ଗିରି […]

‘ମିସ୍ ଟିନ୍ ଫରେଭର୍ ୟୁନିଭର୍ସ’ ଓଡ଼ିଶା- ୨୦୨୫ର ମୁକୁଟ ପିନ୍ଧିଲେ ମାଲକାନଗିରି ଝିଅ

ମାଲକାନଗିରି : ‘ମିସ୍ ଟିନ୍ ଫରେଭର୍ ୟୁନିଭର୍ସ’ ଓଡ଼ିଶା- ୨୦୨୫ର ବିଜୟୀ ମୁକୁଟ ପିନ୍ଧି ଜନ୍ମମାଟି ମାଲକାନଗିରିକୁ ଫେରିଛନ୍ତି ମମତା ଭୂମିୟା। ରାଜସ୍ଥାନରେ ଆୟୋଜିତ ଜାତୀୟସ୍ତରୀୟ ମିସ୍ ଟିନ୍ ଫରେଭର୍ ୟୁନିଭର୍ସ ପ୍ରତିଯୋଗିତାରେ ବିଭିନ୍ନ […]

କଂଗ୍ରେସ ଭବନରେ ପାଳନ ହେଲା ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: କଂଗ୍ରେସ ଭବନରେ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ପତକା ଉତ୍ତୋଳନ କରିବା ସହ ଓଡ଼ିଶାର ସ୍ବାର୍ଥ ରକ୍ଷା […]

ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ହୋଇଥିବା ଅସଦାଚରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତାଙ୍କ ମତରେ, ଏହା ଏକ ଘୃଣ୍ୟ ଏବଂ ନିନ୍ଦନୀୟ କାର୍ଯ୍ୟ। ଏଭଳି […]

୫ ଜାନୁୟାରୀରୁ କଂଗ୍ରେସ କରିବ “ମନରେଗା ବଞ୍ଚାଅ ଅଭିଯାନ”

ନୂଆଦିଲ୍ଲୀ: ମନରେଗା ଯୋଜନା ବଦଳରେ କେନ୍ଦ୍ର ସରକାର ଆଣିଥିବା ଭିବି ଜି-ରାମ-ଜି ଯୋଜନାକୁ ନେଇ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଥିଲା । ବୈଠକ ପରେ ମଲ୍ଲିକାର୍ଜୁନ କହିଛନ୍ତି ଯେ ମନରେଗାକୁ ହଟାଇ ଭିବି ଜି-ରାମ-ଜି […]