ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ଗାଙ୍ଗ୍ୟାଲରେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କ କାରକେଡ଼ରେ ସାମିଲ ଥିବା ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ କାରକେଡ଼ରେ ଉପମୁଖ୍ୟମନ୍ତ୍ରୀ ନଥିଲ […]
Author: ତେଜସ୍ୱିନୀ
ରେଭେନ୍ସା ବିବାଦରେ ରାଜନୀତି ନପୂରାଇବାକୁ ଭର୍ତ୍ତୃହରିଙ୍କ ଆହ୍ୱାନ
କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସାଂସଦ କହିଛନ୍ତି, “କିଛି […]
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ :୧୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶାର ବାୟୁମଣ୍ଡଳ ଉପରି ଭାଗରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ […]
ଗୋ-ବ୍ୟାକ୍ କହିଲେ ବି ମୁଁ ବାରମ୍ବାର ଆସିବି:ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଶନିବାର ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସର ଶିଳାନ୍ୟାସ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ନିଜ ବିରୋଧରେ ହେଉଥିବା ‘ଗୋ-ବ୍ୟାକ୍’ ନାରାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା […]
ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ରାଘବ ଚଢା
ନୂଆଦିଲ୍ଲୀ: ଆଜି ସକାଳେ ରାଜ୍ୟସଭା ସାଂସଦ ରାଘବ ଚଢା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଶ୍ରୀ ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର […]
ପ୍ରତିରକ୍ଷା ତଥ୍ୟ ଲିକ୍ କରି ଗିରଫ ହେଲେ ବାୟୁସେନା ଅଧିକାରୀ
ନୂଆଦିଲ୍ଲୀ:ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ‘ହନିଟ୍ରାପ୍’ ରେ ଶିକାର ହୋଇ ଦେଶର ସମ୍ବେଦନଶୀଳ ପ୍ରତିରକ୍ଷା ତଥ୍ୟ ଲିକ୍ କରିବା ଅଭିଯୋଗରେ ଜଣେ ୪୪ ବର୍ଷୀୟ ଭାରତୀୟ ବାୟୁସେନା (IAF) ୱିଙ୍ଗ କମାଣ୍ଡରଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା […]
ଭୂତ ବଙ୍ଗଳାରେ ହତ୍ୟାକାଣ୍ଡର ଖୋଲିଲା ରହସ୍ୟ :ଅଭିଯୁକ୍ତକୁ ଗିରଫ କଲା ପୁଲିସ
ଭୁବନେଶ୍ୱର:ଚନ୍ଦକା ଥାନା ଅଞ୍ଚଳର ପାଇକରାପୁରରେ ଥିବା ‘ଭୂତ ବଙ୍ଗଳା’ ନାମରେ ପରିଚିତ ଏକ ପରିତ୍ୟକ୍ତ କୋଠାରେ ଘଟିଥିବା ହତ୍ୟାକାଣ୍ଡର ରହସ୍ୟ ଖୋଲିଛି ପୁଲିସ।ପୁଲିସ ସୂଚନା ଅନୁସାରେ, ଗତ ୧ ତାରିଖରେ ଶୋଇବାକୁ ନେଇ ମହନୀ […]
ସ୍ଥଗିତ ରହିଲା ପୁଲିସ ଡିଜି ଚୟନ
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ୟୁୂପିଏସସି କାର୍ଯ୍ୟାଳୟରେ ଶୁକ୍ରବାର ନୂଆ ପୁଲିସ ଡିଜି ଚୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶା ପକ୍ଷରୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଓ ପୁଲିସ ଡିଜି ୱାଇବି ଖୁରାନିଆ […]
ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶାର ମୋଟାମୋଟି ୨୨ ଜିଲ୍ଲା ଆଂଶିକ […]
ମାନବିକତା ପାଇଁ ପୁଣି ଚର୍ଚ୍ଚାରେ ସଲମାନ ଖାନ, ୫୦୦ ଘର ନିର୍ମାଣ ଅଭିଯାନରେ ହେଲେ ସାମିଲ
ମୁମ୍ବାଇ: ଆସାମରେ ଭୟଙ୍କର ବନ୍ୟାରେ ସବୁକିଛି ହରାଇଥିବା ପରିବାରମାନଙ୍କ ପାଇଁ ସଲମାନ ଖାନ ସହାୟତାର ହାତ ବଢ଼ାଇଛନ୍ତି। ‘ଆଶିୟାନା ହୋପ୍ ବିଗିନ୍ସ ୱିଥ୍ ଏ ସେଫ୍ ଶେଲ୍ଟର’ ଅଭିଯାନ ସହ ଯୋଡ଼ି ହୋଇ ସଲମାନ […]
