ଭୁବନେଶ୍ୱର: ରାଜ୍ୟରେ ୨.୭୩ ଲକ୍ଷ ନକଲି ଚାଷ ପ୍ଲଟ୍ ଚି଼ହ୍ନଟ ହୋଇଛି l ଚାଷ ଜମି ନୁହେଁ, କିନ୍ତୁ ରାଜ୍ୟର ୨.୭୩ ଲକ୍ଷ ପ୍ଲଟ୍ରେ ଚାଷ କରାଯାଇଥିବା ଦର୍ଶାଇଛନ୍ତି ଚାଷୀ। ଏଥିରେ ବାଲେଶ୍ୱର ଜିଲ୍ଲାର […]
Category: ରାଜ୍ୟ
ସ୍କୁଲ୍ ଛାତ୍ରଛାତ୍ରୀ ଙ୍କ ବସ୍ତାନି ଓଜନ ଚେକ୍ କରିବେ ବିଇଓ
ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍ ବସ୍ତାନି ବୋଝ ଦିନକୁ ଦିନ ବଢ଼ି ଚାଲିଚାଲିଛି l ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ ସ୍କୁଲ୍ ଏହାକୁ ମାନୁନଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ […]
ରାକ୍ଷୀ ପୂର୍ଣିମାରେ ମୁଖ୍ୟମନ୍ତ୍ରୀ ଯିବେ କୋରାପୁଟ, ବାଣ୍ଟିବେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି
କୋରାପୁଟ: ଅଗଷ୍ଟ ୯ ତାରିଖ ଅର୍ଥାତ୍ ରକ୍ଷାବନ୍ଧନରେ ମହିଳା ପାଇବେ ଉପହାର। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସି ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ […]
ଶ୍ରୀ ମନ୍ଦିରର ନିୟମ ଭାଙ୍ଗି ଅଡୁଆରେ ଏଏସ୍ଆଇ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସ୍ଆଇ ଫଟୋ ପୋଷ୍ଟ କରିଛି । ରତ୍ନଭଣ୍ଡାର କିଛି ଫଟୋକୁ ସୋସିଆଲ ଏକ୍ସରେ ପୋଷ୍ଟ […]
ବସ୍-ଟ୍ରକ୍ ଧକ୍କା ରେ ୧୮କାଉଡ଼ିଆ ମୃତ
ଦେଓଘର: ଝାଡ଼ଖଣ୍ଡର ଦେଓଘରରେ କାଉଡ଼ିଆଙ୍କୁ ନେଇଯାଉଥିବା ଏକ ବସ୍ କୁ ଟ୍ରକ୍ ଟି ଧକ୍କା ଦେବା ଫଳରେ ୧୮ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ୧୨ରୁ ଅଧିକ କାଉଡିଆ ଆହତ […]
ଭୁବନେଶ୍ୱର ଆର୍.ଆଣ୍ଡ ବି ଡିଭିଜନ-୨ର ସହାୟକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଭୁବନେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୨ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରୁଛି। ଭୁବନେଶ୍ୱରର ୮ଟି […]
ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
ଭୁବନେଶ୍ୱର: ଚାଷୀ ପଞ୍ଜୀକରଣ ଲାଗି ସମୟସୀମା ଜୁଲାଇ ମାସ ୧୯ ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ତେବେ ପଞ୍ଜୀକରଣରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ସମୟ ସୀମାକୁ […]
ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ
ଭୁବନେଶ୍ୱର: ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, […]
ହ୍ୟାକ୍ ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୱେବସାଇଟ୍,ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ
ଭୁବନେଶ୍ୱର: ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ସାଇଟ୍ ହ୍ୟାକ୍ ହୋଇଛି। କେହି ଦୃର୍ବୃତ୍ତ ୱେବସାଇଟ୍କୁ ହ୍ୟାକ୍ କରି ଦେଇଥିବା ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ୱେବ୍ସାଇଟ୍କୁ କ୍ଲିକ୍ କଲେ ଏକ ବେଟିଂ ସାଇଟ୍ ଖୋଲୁଛି । […]
କର୍ପୋରେଟର ଅମରେଶ ଜେନା ଗିରଫ
ଭୁବନେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ ହୋଇଛନ୍ତି l ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କମିଶନରେଟ ପୁଲିସ ତାଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ […]
