‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ ହୋଇ ପାରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଶୁକ୍ରବାର ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ସୁଖୋଇ ୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା। […]

ଧର୍ମଘଟ ପ୍ରତ୍ୟାହୃତ,ଆଜିଠୁ ଗଡିବ ବସ୍‌

ଭୁବନେଶ୍ୱର: ଆଜି ଠାରୁ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍‌ରେ ଘରୋଇ ବସ୍‌ ଗଡ଼ିବ। ଏନେଇ ଶୁକ୍ରବାର ରାଜ୍ୟ ଘରୋଇ ବସ୍‌ ମାଲିକ […]

ସମ୍ୱିଧାନ ବଞ୍ଚାଅ ସମାବେଶରେ ବିଜେପିକୁ ଆକ୍ଷେପ କଲେ ରାହୁଲ

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ରଣହୁଙ୍କାର ଶୁଭିଲା ସମ୍ୱିଧାନ ବଞ୍ଚାଅ ସମାବେଶରେ। କହିଲେ ସମ୍ୱିଧାନ ଉପରେ ଆଟାକ୍ କରୁଛି ବିଜେପି ସରକାର । ମହାରାଷ୍ଟ୍ର ପରେ ବିହାରରେ ଚୋରି ହେଉଛି ନିର୍ବାଚନ। ଓଡ଼ିଶାରେ ଗରିବଙ୍କ ଧନ […]

କୋଟିଆ ଓଡ଼ିଶାର ଥିଲା ଏବଂ ରହିବ;ଓଡିଶା ସରକାର

କୋରାପୁଟ: ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ସମସ୍ୟା ଉତ୍କଳ ପ୍ରଦେଶ ଗଠନ ପରଠାରୁ ରହି ଆସିଛି। ଆନ୍ଧ୍ର -ଓଡିଶା ସୀମାନ୍ତରେ ଥିବା ଏହି ପଞ୍ଚାୟତର ୨୧ଖଣ୍ଡ […]

2026 ମସିହାରେ ପୁରୀରେ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ;ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଞ୍ଚି ଠାରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫେରିଛନ୍ତି । ଭାରତ ସରକାରଙ୍କ ଗୃହମନ୍ତ୍ରୀ ଅମିତ ସାହା ବୈଠକର ଅଧ୍ୟକ୍ଷତା କରିଥିଲେ । ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ […]

ଚଳିତବର୍ଷରୁ ଭିସୁଟ୍‌ରେ ଖୋଲିଲା ୫ଟି ନୂତନ ପାଠ୍ୟକ୍ରମ

ସମ୍ବଲପୁର: ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ଶିକ୍ଷାନୁଷ୍ଠାନ ରେ ନୂତନ ଭାବରେ ପାଞ୍ଚଟି ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ଭିସୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ […]

ଓଡ଼ିଶାକୁ ମିଳିଲା ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର

ଭୁବନେଶ୍ୱର: ନୂଆଦିଲ୍ଲୀରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ତଥା ପୁରସ୍କାର କମିଟିର ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି […]

ଢେଙ୍କାନାଳରେ ହେବ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ; ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସଫଳତା। ସିଏମଆଇଇ ରିପୋର୍ଟ ଅନୁସାରେ ଏପ୍ରିଲରୁ ଜୁନ ମଧ୍ୟରେ ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି ଓଡ଼ିଶା । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର […]

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ବେଲ୍

ଭୁବନେଶ୍ୱର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଜାମିନ ଆବେଦନ ଶୁଣାଣୀ କରି ଜାମିନ ଦେଇଛନ୍ତି କୋର୍ଟ । ଜଣେ ଜାମିନ୍‌ଦାର ଓ […]

ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ପଶିଲେ ୪ ଯୁବକ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ବାହାରେ ଓ ଭିତରେ ଜଗିଥିଲେ ମାଳମାଳ ସୁରକ୍ଷାକର୍ମୀ । ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର […]