‘ମା କାଳୀ’ ଟ୍ରଲର ବୁଡ଼ି ୯ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ୬ ଏବେ ବି ନିଖୋଜ

ବାଲେଶ୍ବର: ପଶ୍ଚିମବଙ୍ଗର ଦୀଘାଠାରୁ ପ୍ରାୟ ଶହେ କିମି ଦୂର ବଙ୍ଗୋପସାଗର ମଧ୍ୟରେ ଥିବା କାକଦ୍ବୀପ ବକଖାଲିଠାରୁ ୧୬ କିମି ଦୂର ରକ୍ତେଶ୍ବରୀ ବାଲିଚଢ଼ ପାଖରେ ‘ମା କାଳୀ’ ଟ୍ରଲର୍‌ଟି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି […]

ଇସ୍କନକୁ ନଇ ପୁରୀରେ ବଢିଲା ଜନ ଅସନ୍ତୋଷ

ପୁରୀ: ବାରମ୍ବାର ଅଦିନରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ରଥଯାତ୍ରା ଆୟୋଜନ କରିବା ଏବଂ ଗଜପତି ମହାରାଜାଙ୍କ ଅନୁରୋଧ କୁ ବେଖାତିର କରିବା ଏଣିକି ମହାଙ୍ଗା ପଡିଛି ଇସ୍କନ କୁ। ମହାପ୍ରଭୁଙ୍କୁ ନେଇ ଏଭଳି ମନମାନି […]

ପ୍ରଭାତଙ୍କ ବିଜେପି ଯୋଗଦାନକୁ ନେଇ ପ୍ରମିଳାଙ୍କ କଡ଼ା ପ୍ରତିକ୍ରିୟା: ‘ପୋକ ବାଇଗଣ’ ମନ୍ତବ୍ୟକୁ ନେଇ ଚର୍ଚ୍ଚା

କଟକ: ଦୀର୍ଘ ଦିନ ଧରି ବିଜେଡି ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଶେଷରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇ ପାରନ୍ତି। ଆଜି କଟକ ମହାନଦୀ ବିହାର ସ୍ଥିତ ପ୍ରଭାତ ବିଶ୍ଵାଳଙ୍କ […]

ସିଆରପି ଛକ ଓଭରବ୍ରିଜ୍ ଉପରେ ଦୁର୍ଘଟଣା ଯୁବକ ମୃତ

ଭୁବନେଶ୍ବର: ଆଜି ଭୋର ସମୟରେ ସିଆରପି ଛକ ଓଭରବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । […]

ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ପରେ ବହୁ ଵାଦବିବାଦ ଦେଖାଯାଇଛି l ଏହି ଘଟଣାର ଏବେ କ୍ରାଇମବ୍ରାଂଚ ତଦନ୍ତ ହେବ। ଏସସିଇଆରଟି ନିର୍ଦ୍ଦେଶକ ଏନେଇ କ୍ରାଇମବ୍ରାଂଚ ଏସପିଙ୍କ ପାଖରେଏଫଆଇଆର ଦାଏର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ […]

ଭୁବନେଶ୍ୱରରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଫସି ୨ ଶ୍ରମିକ ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିର୍ମାଣାଧୀନ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶନିବାର ବିଜେବି ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ । ମୃତ ଶ୍ରମିକଦ୍ୱୟ ହେଲେ ପଶ୍ଚିମବଙ୍ଗ ପୂର୍ବ […]

ଏଫଏମ୍ ବିଶ୍ୱବିଦ୍ୟାଳୟରେ ବିଏସ୍‌ସି ନର୍ସିଂ ପରୀକ୍ଷା ବିବାଦର ଅନ୍ତ

ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ (ଏଫଏମ୍) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୯ଟି କଲେଜର ବିଏସ୍‌ସି ନର୍ସିଂ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବିବାଦର ଅନ୍ତ ଘଟିଛି। ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେବା ପରେ ସୃଷ୍ଟି ହୋଇଥିବା […]

ଲାଞ୍ଚ ନେବା ବେଳେ ଫସିଲେ ନାଚୁଣୀ ଥାନାର ASI ଅକ୍ଷୟ ସେଠୀ

ଭୁବନେଶ୍ବର: ଜମିଜମା ମାମଲାର ରଫାଦଫା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପୋଲିସ ଅଧିକାରୀ। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସ୍‌ଆଇ (ASI) ଅକ୍ଷୟ କୁମାର ସେଠୀ। […]

ଭାରତୀୟ ହକି ଦଳରେ ଓଡ଼ିଶାର ଦୁଇ ଝିଅଙ୍କୁ ସୁଯୋଗ

ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସିଆନ ଗେମ୍ସ-୨୦୨୬ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା ହୋଇଛି। ଏହା ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ | ହକି […]

ଇଭି ବିକ୍ରିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଉପରେ ଚାପ ବଢ଼ିଛି। ଏହାର ସିଧାସଳଖ ପ୍ରଭାବ ଗାଡ଼ି କିଣୁଥିବା […]