ଆସନ୍ତା ୨ରୁ ବିଜେଡି କରିବ ବିକ୍ଷୋଭ

ଭୁବନେଶ୍ୱର: ଆସନ୍ତା ୨ରୁ ବିଜେଡି କରିବ ବିକ୍ଷୋଭ l ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ବିଜେଡି ଅଭିଯୋଗ କରିଛି ଯେ ବିଜେପିର ପ୍ରତିଶ୍ରୁତିର […]

ଜାତୀୟ ପତାକା ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ: ଜାତୀୟ ପତାକା ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ତେରଗାଁର ଓମ ପ୍ରକାଶ ଦ୍ବିବେଦୀ। ଓମ […]

ଦେବଗଡ଼ରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଦେବଗଡ଼: ଦେବଗଡ଼ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବାରକୋଟ ଥାନା ବାଲିରୋଇ […]

ଓଡିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କରିବେ ଜଗନ୍ନାଥ ଦର୍ଶନ

ପୁରୀ: ରାଷ୍ଟ୍ରପତି ଓଡିଶା ଆସିଲେ ଜଗନ୍ନାଥଙ୍କୁ ଦର୍ଶନ କରିବେ ଓ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିବା ଶ୍ୱେତଗଙ୍ଗାଙ୍କୁ […]

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ୱର: ସ୍ମାର୍ଟସିଟିରେ ରହି ମଧ୍ୟ ଲୋକମାନେ ଅନୁଭବ କରିବେ ଗାଉଁଲି ପରିବେଶ । ଆଦିବାସୀ ମେଳା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଆଦିବାସୀ ନିଜ ଚଳଣୀର ପାରମ୍ପରିକ ଘର ତିଆରିରେ ଲାଗିପଡ଼ିଛନ୍ତି । ଆଜିଠୁ […]

ତେଜସ୍ବୀ ଯାଦବ ହେଲେ ଆରଜେଡି ର କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର: ତେଜସ୍ବୀ ଯାଦବ ହେଲେ ଆରଜେଡି ର କାର୍ଯ୍ୟକାରୀ ସଭାପତି। ପାଟନାରେ ଆୟୋଜିତ ଆରଜେଡିର ଜାତୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ […]

ଆରପାରିରେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ଭୁବନେଶ୍ୱର: ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ବଞ୍ଚିବା ପାଇଁ ଭୁବନେଶ୍ବର ଏମସରେ ବହୁ ସଂଘର୍ଷ କରିବା ପରେ ହାରିଯାଇଥିଲେ।  ଲିଭର ଜନିତ ରୋଗରେ ପିଡିତ ହୋଇ ସେ ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଥିଲେ। ସେ […]

ଆଗୁଆ ହେବ ପଞ୍ଚାୟତ ନିର୍ବାଚନ ! ସୂଚନା ଦେଲେ ମନମୋହନ ସାମଲ

ଭୁବନେଶ୍ୱର : ଆଗୁଆ ପଞ୍ଚାୟତ ନିର୍ବାଚନ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବା ସମ୍ଭାବନା ରହିିଥିବା କହିଛନ୍ତି ମନମୋହନ ସାମଲ । ଜନଗଣନା […]

ଆମ ବସକୁ ଦୁର୍ଘଟଣା ପରେ ଭଙ୍ଗାରୁଜା ଘଟଣାରେ ଦୁଇ ଗିରଫ

ଭୁବନେଶ୍ବର: ଅଶୋକ ନଗରରେ ଆମ ବସ ଦୁର୍ଘଟଣା ପରେ ଭଙ୍ଗାରୁଜା କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗିରଫ ଦୁଇଜଣ ହେଲେ ପ୍ରଦୀପ ଦାସ ଓ ପି. […]

ରାଜ୍ୟସଭା ନିର୍ବାଚନକୁ ନେଇ ଗାଇଡଲାଇନ୍ସ ଜାରି କଲେ ନିର୍ବାଚନ କମିଶନ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ସ ଜାରି କରିଛନ୍ତି l ରାଜ୍ୟସଭା ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ହ୍ବିପ ଜାରି କରିପାରିବେ। ଭାରତର ନିର୍ବାଚନ କମିଶନଙ୍କ ୨୦୧୭ ନିର୍ଦ୍ଦେଶନାମା ଅନୁଯାୟୀ, ବିଧାୟକମାନେ […]