ନୟାଗଡ: ଓଡଗାଁର ଅଜିତ ସାହୁଙ୍କୁ ହତ୍ୟା ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଏହାସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଏବଂ ଗୋଟିଏ କାର୍ ଜବତ ହୋଇଛି । ପ୍ରେସମିଟ୍ କରି ଏହି ସୁଚନା […]
Category: ରାଜ୍ୟ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା
ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ଗୌହାଟୀର ଖାନାପଡ଼ା ଭେଟେନାରୀ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ତାଙ୍କୁ ପଦ […]
ବରଗଡ଼ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ:୧୫ରୁ ବାଲେଶ୍ବର, କଟକ, ପୁରୀ ଓ ସମ୍ବଲପୁରରେ ଧାନକିଣା
ଭୁବନେଶ୍ୱର: ରାଜ୍ୟରେ ରବି ଋତୁରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ସୋମବାର ବରଗଡ଼ ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି । ବରଗଡ଼ରେ ସରକାରୀ ସ୍ତରରେ ଧାନ ବିକ୍ରୟ ପାଇଁ ପ୍ରାୟ ଏକ ଲକ୍ଷ […]
ରାଜଧାନୀ ରାଜରାସ୍ତାରେ କଂଗ୍ରେସ କର୍ମୀ ଏବଂ ପୋଲିସ ମୁହାଁମୁହିଁ
ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଂଗ୍ରେସ ଆଣିଛି ଅଭିଯୋଗ । ଏନେଇ କମିଶନରେଟ୍ ପୋଲିସର କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ । ଏପିରିକି ଆନ୍ଦୋଳନ ସମୟରେ […]
ରାଜଧାନୀରେ ‘ନାଇଟ୍ ଅପରେସନ’ ଆରମ୍ଭ
ଭୁବନେଶ୍ୱର: ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣା ପରେ ସଜାଗ ହୋଇଛି କମିଶନରେଟ୍ ପୁଲିସ୍। ଡିଜିପିଙ୍କ ସହ ଆଲୋଚନା ପରେ ନାଇଟ୍ ପାଟ୍ରୋଲିଂ ଏବଂ ବ୍ଲକିଂ , ଚେକିଂ କୁ ଜୋରଦାର କରାଯାଇଛି । […]
ବଦଳିବ ରୂପରେଖ ବିଶ୍ୱସ୍ତରୀୟ ଟୁରିଷ୍ଟ ସ୍ପଟ୍ ହେବ ଖଣ୍ଡଗିରି-ଉଦୟଗିରି
ଭୁବନେଶ୍ୱର: ଖଣ୍ଡଗିରି ଓ ଉଦୟଗିରି ଏହି ଯୁଗ୍ମ ପାହାଡ଼କୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ହୋଇଛି ବଡ଼ ଯୋଜନା। ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ପର୍ଯ୍ୟଟନ ବିଭାଗ ପ୍ରସ୍ତାବ […]
ହଷ୍ଟେଲ୍ ବାଲକୋନୀରୁ ପଡ଼ି IIT ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱରର Indian Instituteof Technology କ୍ୟାମ୍ପସରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ବଏଜ୍ ହଷ୍ଟେଲର ଷଷ୍ଠ ମହଲା ବାଲକୋନୀରୁ ଖସି ପିଏଚ୍ଡି ଛାତ୍ର ତନିକୋଣ୍ଡା ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟିଛି। ଘଟଣା […]
୪ ପୁଲିସ୍ ସସ୍ପେଣ୍ଡ୍ ,ବଦଳିଲେ ଆଇଆଇସି
ଭୁବନେଶ୍ବର: କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ଏହି ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଲିଅନ୍ତା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି। ବାଲିଅନ୍ତା ଆଇଆଇସି […]
ଯୁବକକୁ ଅପହରଣ ପରେ ଗୁଳି କରି ହତ୍ୟା; ଗ୍ରାମବାସୀଙ୍କ ରାସ୍ତାରୋକ
ରାୟଗଡା: ଇନ୍ଦିରା ନଗର ଅଞ୍ଚଳରୁ ବନ୍ଧୁକ ଦେଖାଇ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ, ଆଜି ତାଙ୍କର ଗୁଳିବିଦ୍ଧ ମୃତଦେହ ତୁମ୍ବିଗୁଡା ଅଞ୍ଚଳରୁ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ […]
ରାଜଧାନୀରେ ଭୟଙ୍କର ଦୁର୍ଘଟଣା: ୩ ମୃତ,ଜଣେ ଗୁରୁତର
ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ଫାୟାର୍ ଷ୍ଟେସନ୍ ଓଭର୍ ବ୍ରିଜ୍ ଉପରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି l ଭୁବନେଶ୍ବର ରସୁଲଗଡ଼ ପଟୁ ଗୋଟିଏ ସ୍କୁଟି ଏବଂ ଅନ୍ୟ ଏକ ବାଇକ୍ରେ ୪ଜଣ ଆସୁଥିଲେ। ଫାୟାର […]
