ଯୁଦ୍ଧ ପାଇଁ ଭାରତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ:ଭାରତୀୟ ବିମାନ କମ୍ପାନୀଗୁଡ଼ିକର ୩୫୦ ରୁ ଅଧିକ ବିମାନ ବାତିଲ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA)ର ସଦ୍ୟତମ ତଥ୍ୟ ଅନୁଯାୟୀ, ମଧ୍ୟପ୍ରାଚ୍ୟ ଆକାଶମାର୍ଗରେ ଲାଗୁ ହୋଇଥିବା କଟକଣା ଯୋଗୁଁ ବିମାନ […]

ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପ୍ରବେଶ କଲା ଇଣ୍ଡିଆ

କୋଲକାତା: ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୫ ରନ କରିଥିଲା । ରୋଷ୍ଠନ ଚେଜ […]

ରାଜଧାନୀରେ ୟୁଟୁବରଙ୍କୁ ହତ୍ୟା ମାମଲା;୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ୟୁଟ୍ୟୁବର୍ ରାହୁଲ ମହାରଣାଙ୍କୁ ଛୁରି ଭୁସି ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଗିରଫ । ସିସିଟିଭି ଆଧାରରେ ତିନି ଅଭିଯୁକ୍ତମାନଙ୍କୁ ମଞ୍ଚେଶ୍ବର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଗିରଫ କରିଛନ୍ତି […]

ବାଣ ବିସ୍ଫୋରଣରେ ୨୧ ମୃତ

କାକିନାଡ଼ା :ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ଶନିବାର ଦିନ ଏକ ଆତଶବାଜି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି ବିସ୍ଫୋରଣ […]

ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କଲା ବିଜେଡି

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କହିଛନ୍ତି । ଏନେଇ ଦଳର ଉପସଭାପତି […]

ଟି-୨୦ ବିଶ୍ୱକପରୁ ବାଦ୍ ପଡିଲା ପାକିସ୍ତାନ

ନୂଆଦିଲ୍ଲୀ : ସୁପର-୮ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ୫ ରନରେ ହରାଇଛି । ହେଲେ ବିଜୟ ପରେ ବି ପାକିସ୍ତାନ ଚଳିତ ଟି-୨୦ ବିଶ୍ୱକପରୁ ବାଦ୍ ପଡିଛି । ଗ୍ରୁପ ବି ରୁ […]

ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କଲା ଇରାନ

ତେହେରାନ : ଆମେରିକା ଓ ଇସ୍ରାଏଲର ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଛନ୍ତି l ଇରାନ ମଧ୍ୟ ଏହାର ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ […]

ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ବିଜେଡି ରୁ ଟିକେଟ୍‌

ଭୁବନେଶ୍ୱର: ୨ ଜଣଙ୍କ ନାଁ ଘୋଷଣା କଲା ବିଜୁ ଜନତା ଦଳ। ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ରାଜ୍ୟସଭା ଟିକେଟ୍‌ । ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି ଦୁଇ ଜଣଙ୍କୁ […]

ଇଂରାଜୀ ନାମ ପରିବର୍ତ୍ତେ ଓଡ଼ିଆ ନାମର ବ୍ୟବହାର କରାଯିବ

ଭୁବନେଶ୍ୱର: ବ୍ରିଟିଶ୍ ଶାସନ କାଳରୁ ଓଡ଼ିଶାର ବିଭିନ୍ନ ସ୍ଥାନର ପ୍ରଚଳିତ ଭୁଲ୍ ନାମକରଣର ସଂଶୋଧନ ହେବ। ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର। ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି […]

ପିସିଆର କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି, ନିୟମ ଖିଲାପ କଲେ ସସପେଣ୍ଡ

ଭୁବନେଶ୍ୱର: ପିସିଆର କର୍ମଚାରୀଙ୍କ ମନମାନିରେ ଲାଗିଲା ତାଲା । ପୁଲିସ ସ୍କାନରରୁ ସେମାନେ ବର୍ତ୍ତିପାରିବେନି । ଯଦି କେହି ପିସିଆର କର୍ମଚାରୀ କର୍ତ୍ତବ୍ୟ ପାଳନରେ ଅବହେଳା କରନ୍ତି, ତେବେ ସିଧା ନିଲମ୍ବିତ ହେବ । […]