କାବୁଲ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପାଇଁ ଭାରତ କୁ ଦାୟୀ କରିବା ଅଭିଯୋଗ ଉପରେ ତାଲିବାନ୍ର ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ ମୁଜାହିଦ୍ ପାକିସ୍ତାନ କୁ କଡ଼ା ଜବାବ […]
Category: ଦେଶ
ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ଜାପାନ ସଂସଦ ତାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ସାନାଏ ଟାକାଇଚିଙ୍କୁ ନିଯୁକ୍ତ କରିଛି। ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ର ପ୍ରମୁଖ ୬୪ ବର୍ଷୀୟ ତାକାଇଚି ପ୍ରଧାନମନ୍ତ୍ରୀ ଭାବେ ଶିଗେରୁ ଇଶିବାଙ୍କ ସ୍ଥାନ ନେବେ […]
ହାସ୍ୟ ଅଭିନେତା ଅସରାନୀଙ୍କ ପରଲୋକ
ମୁମ୍ବାଇ: ପ୍ରଖ୍ୟାତ ହାସ୍ୟ ଅଭିନେତା ଅସରାନୀଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ବରିଷ୍ଠ ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସୋମବାର ଅପରାହ୍ନ 3ଟାରେ ତାଙ୍କର ଦେହାନ୍ତ ହୋଇଛି l […]
INS ବିକ୍ରାନ୍ତରେ ଯବାନଙ୍କ ସହ ଦୀପାବଳି ମନାଇଲେ ମୋଦୀ
ଗୋଆ:ପ୍ରତିଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି । ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି […]
ନୂଆଦିଲ୍ଲୀ: ଚନ୍ଦ୍ରାୟଣ-୨ ବ୍ୟବହାର କରି ପ୍ରଥମ ଥର ପାଇଁ ଚନ୍ଦ୍ର ଉପରେ ସୌର କରୋନାଲ୍ ମାସ୍ ଇଜେକ୍ସନ୍ (CME)ର ପ୍ରଭାବ ପର୍ଯ୍ୟବେକ୍ଷଣ କରିଛି ଇସ୍ରୋ l CHACE-2 ଉପକରଣ ଜାଣିପାରିଲା ଯେ CME ଚନ୍ଦ୍ରର […]
ଗିନିଜ୍ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଦୀପୋତ୍ସବ
ଅଯୋଧ୍ୟା : ଗିନିଜ୍ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଦୀପୋତ୍ସବ । ଏକକାଳୀନ ସର୍ବାଧିକ ଲୋକଙ୍କ ଦ୍ୱାରା ‘ଦୀପ’ ଘୂର୍ଣ୍ଣନର ଗିନିଜ୍ ବିଶ୍ୱ ରେକର୍ଡ। ୨୬,୧୭,୨୧୫ ଦୀପର ସର୍ବବୃହତ ପ୍ରଦର୍ଶନ ପାଇଁ ମଧ୍ୟ କଲା […]
ବ୍ରହ୍ମୋସ୍ ପରିସର ମଧ୍ୟରେ ଅଛି ପାକିସ୍ତାନ: ରାଜନାଥ ସିଂହ
ଲକ୍ଷ୍ନୌ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଲକ୍ଷ୍ନୌ ସ୍ଥିତ ବ୍ରହ୍ମୋସ୍ ଏରୋସ୍ପେସ୍ ୟୁନିଟରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। […]
ଗରିବ ରଥ ଏକ୍ସପ୍ରେସରେ ଭୟାନକ ଅଗ୍ନିକାଣ୍ଡ, ଜଳିଲା ଚଳନ୍ତା ଟ୍ରେନ
ନୂଆଦିଲ୍ଲୀ: ପଞ୍ଜାବର ଅମ୍ରିତସର- ସହର୍ସା ଗରିବ ରଥ ଏକ୍ସପ୍ରେସରେ ଭୟାନକ ଅଗ୍ନିକାଣ୍ଡ । ଆଜି (ଶନିବାର) ସକାଳ ସମୟରେ ଏହି ଅଘଟଣ ଘଟିଥିବା ଖବର ମିଳିଛି। ଅମ୍ରିତସରରୁ ସହର୍ସା ଯାଉଥିବା ସମୟରେ ଏକ୍ସପ୍ରେସରେ ନିଆଁ […]
ଆତ୍ମସମର୍ପଣ କଲେ ୨୦୮ ନକ୍ସଲ
ଛତିଶଗଡ: ଛତିଶଗଡ ଜଗଦଲପୁରରେ ଆତ୍ମସମର୍ପଣ କରିଛନ୍ତି ୨୦୮ ନକ୍ସଲ । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଉପମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ଉପସ୍ଥିତିରେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟି ମେମ୍ବର ରୁପେଶ ନେତୃତ୍ୱରେ […]
ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ହର୍ଷ ସାଙ୍ଘଭୀ ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
ଗୁଜରାଟ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂଆ କ୍ୟାବିନେଟ ଗଠନ ହୋଇଛି । ନୂଆ କ୍ୟାବିନେଟ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ହୋଇଛି । ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ […]
