ପୁରୀ: ଆସନ୍ତାବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଆସନ୍ତାବର୍ଷ ରଥଯାତ୍ରା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ । ୧୯ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟ ଶାସନ […]
Category: ରାଜ୍ୟ
ଦେଶ ଓ ଜାତି ପାଇଁ ସର୍ମପିତ ଜୀବନ ହିଁ ଶ୍ରେଷ୍ଠ ଜୀବନ
ଭୁବନେଶ୍ୱର :- ୭୯ ତମ ସ୍ୱାଧୀନତା ଦିବସ ଅବସରରେ ଭେଙ୍କଟେଶ୍ୱର ସ୍କୁଲର ଚେୟାରମ୍ୟାନ ଡ଼କ୍ଟର ସୂର୍ଯ୍ୟ ପ୍ରକାଶ ପତି ସକାଳ ଘ.୮.୧୫ ମିନିଟ୍ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀ ଓ […]
ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, କହିଲେ ନାରୀଙ୍କୁ ମିଳିବ ସୁରକ୍ଷା
ଭୁବନେଶ୍ୱର: ସାରା ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଦେଶରେ ଲାଗିରହିଛି ସ୍ବାଧୀନତା ଦିବସର ଆନନ୍ଦ ଉତ୍ସାହ । ଭୁବନେଶ୍ୱର ମାହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]
ଓଡ଼ିଶାର ଛାତ୍ରଛାତ୍ରୀ ଜାପାନର ‘ସାକୁରା’ ବିଜ୍ଞାନ ହାଇସ୍କୁଲ କାର୍ଯ୍ୟକ୍ରମରେ ଭାଗନେବେ
ଭୁବନେଶ୍ୱର: ଓଡିଶାର ମେଧାବୀ ଛାତ୍ରଛାତ୍ରୀ ଯିବେ ଜାପାନ । ଓଡିଶାର ବିଭିନ୍ନ ଜିଲ୍ଲାରୁ ୬ ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ “ସାକୁରା” ରେ ରାଜ୍ୟକୁ ପ୍ରତିନିଧିତ୍ଵ କରିବେ । […]
ଦୀଘା ସମୁଦ୍ରରେ ଗାଧୋଇଲାବେଳେ ଭାସିଗଲେ ୨ ପର୍ଯ୍ୟଟକ
ଭୁବନେଶ୍ୱର: ଦୀଘା ସମୁଦ୍ରରେ ଗାଧୋଇଲାବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ । ଅଶାନ୍ତ ଦୀଘା ସମୁଦ୍ରରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ଅନ୍ୟ ଜଣଙ୍କର କୌଣସି ଖବର ମିଳିନାହିଁ । ସୂଚନା ମୁତାବକ, ଦୀଘା […]
ସ୍ଵାଧୀନତା ଦିବସରେ ମିଳିବ ୧୦୯୦ପଦକ, ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରର ସେବା ପାଇଁ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୦୯୦ ଜଣ ପୋଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ […]
ଜାରି ହେଲା ଡ୍ରେସ୍ କୋଡ୍; ବୁର୍ଲା ଭିସୁଟ୍ ର ଛାତ୍ରୀମାନେ ପିନ୍ଧିବେ ସାଲୱାର କୁର୍ତ୍ତା
ସମ୍ବଲପୁର: ଭିସୁଟ୍ ଆରମ୍ଭ କଲା ଡ୍ରେସ କୋଡ। ଚଳିତ ମାସରୁ ଛାତ୍ରଛାତ୍ରୀ ଡ୍ରେସକୋର୍ଡ ପିନ୍ଧିବେ । ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍ କୋଡ ଲାଗୁ କରାଯାଇଛି। ସାଲୱାର […]
ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବୃଦ୍ଧି
ଭୁବନେଶ୍ୱର :ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ହେଉଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି । ଏହି ପ୍ରକ୍ରିୟାରେ ଅଦ୍ୟାବଧି ୧୧ […]
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଏମ୍.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲ’ର ଶୁଭାରମ୍ଭ ହେଲା
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି […]
୧୪ ଜଣିଆ ସାଇବର୍ ଠକ ଗ୍ୟାଙ୍ଗ୍ ଗିରଫ, ଦୁବାଇ ଯାଏ ଲମ୍ବିଛି ଚେର
ରାଉରକେଲା: ସାଇବର ଠକେଇ ମାମଲାରେ ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏକକାଳୀନ ୧୪ ଜଣ ସାଇବର […]
