ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩.୫କୋଟି ବେରୋଜଗାରଙ୍କୁ ଦେବେ ଚାକିରି…

ନୂଆଦିଲ୍ଲୀ: ୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ଯୋଜନା ଘୋଷଣା କରିଥିଲେ, ଯାହା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ […]

୬୫ ଲକ୍ଷ ଭୋଟରଙ୍କ ତାଲିକା ଦେବାକୁ ଇସି ଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ବାଚନ କମିଶନଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ। ଅଗଷ୍ଟ ପହିଲାରେ ୬୫ ଲକ୍ଷ ଭୋଟର ତାଲିକାରୁ ବାଦ ପଡ଼ିଥିବା ନେଇ ତାଲିକା ଦିଅ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାଦ ପଡିଥିବା ଭୋଟରଙ୍କ ନାମ […]

ପତଞ୍ଜଳି ବିରୋଧରେ IMAର ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାବା ରାମଦେବ ଏବଂ ତାଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ଭ୍ରମାତ୍ମକ ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। […]

ଓଡ଼ିଶାର ଛାତ୍ରଛାତ୍ରୀ ଜାପାନର ‘ସାକୁରା’ ବିଜ୍ଞାନ ହାଇସ୍କୁଲ କାର୍ଯ୍ୟକ୍ରମରେ ଭାଗନେବେ

ଭୁବନେଶ୍ୱର: ଓଡିଶାର ମେଧାବୀ ଛାତ୍ରଛାତ୍ରୀ ଯିବେ ଜାପାନ । ଓଡିଶାର ବିଭିନ୍ନ ଜିଲ୍ଲାରୁ ୬ ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ “ସାକୁରା” ରେ ରାଜ୍ୟକୁ ପ୍ରତିନିଧିତ୍ଵ କରିବେ । […]

ସ୍ଵାଧୀନତା ଦିବସରେ ମିଳିବ ୧୦୯୦ପଦକ, ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରର ସେବା ପାଇଁ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୦୯୦ ଜଣ ପୋଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ […]

ଭାରତୀୟ ନ୍ୟାୟ ସଂହିତା ପଢିବେ ଛାତ୍ରଛାତ୍ରୀ : ସିବିଏସଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ CBSE ଐତିହାସିକ ଆଇନଗତ ପରିବର୍ତ୍ତନ ସହିତ ଆଇନଗତ ଅଧ୍ୟୟନକୁ ପରିବର୍ତ୍ତନ କରିବାକୁ ଯୋଜନା କରିଛି।ଏପରି ପରିସ୍ଥିତିରେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇନ ବିଷୟରେ ନୂତନ ଫୌଜଦାରୀ ଆଇନ […]

ସରୁନି ଯାନ୍ତ୍ରିକ ତ୍ରୁଟି ସମସ୍ୟା, ମଝି ଆକାଶରେ ଏୟାର ଇଣ୍ଡିଆ ବିମାନ..

ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ। ୨ ଘଣ୍ଟା ଧରି ମଝି ଆକାଶରେ ବୁଲିଲା । ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ଅଗଷ୍ଟ ୧୦ ତାରିଖରେ ତିରୁବନନ୍ତପୁରମରୁ ଦିଲ୍ଲୀ […]

ବିନା ନୋଟିସ୍‌ରେ ଭୋଟରଙ୍କ କଟିବନି ନାମ: ଇସି

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ସୁପ୍ରିମ୍‌କୋର୍ଟରେ ଏକ ନୂଆ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କମିସନ କହିଛନ୍ତି ବିନା ଆଗୁଆ ନୋଟିସ୍‌ ଏବଂ ଶୁଣାଣି ସୁଯୋଗ ବିନା କୌଣସି ଭୋଟରଙ୍କ ନାମ ତାଲିକାରୁ ହଟାଯିବ ନାହିଁ। […]

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ମହାକୁମ୍ଭ…

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା । ଗୋଟିଏ ଗ୍ରାଉଣ୍ଡରେ ଏକାଠି ହେବେ ୧୭ଟି ଦେଶର ୧୬୦ ପୁରୁଷ ଓ ମହିଳା ଆଥଲେଟ୍ । ଅଲିମ୍ପିଆନ ଶ୍ରାବଣୀ […]

ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧର ମୁକାବିଲା ପାଇଁ ‘ବ୍ରିକ୍ସ’ ଦେଶ ହେଲେ ଏକାଠି

ନୂଆଦିଲ୍ଲୀ: ବିଭିନ୍ନ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଲଗାଇଥିବା ବେଳେ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି ବ୍ରିକ୍ସ ଦେଶ ସମୂହ । ବ୍ରିକ୍ସ ଦେଶଗୁଡ଼ିକୁ ଟ୍ରମ୍ପ ଆମେରିକା ବିରୋଧୀ ବୋଲି କହି […]